Online Bible

- Advertisements -




ଲୂକ ଲିଖିତ ସୁସମାଚାର 18:40 - ପବିତ୍ର ବାଇବଲ

40 ଯୀଶୁ ସେଠାରେ ଅଟକି ଗଲେ, ସେ ଆଜ୍ଞା ଦେଲେ, “ତାହାକୁ ମୋ’ ପାଖକୁ ଆଣ।” ସେ ପାଖକୁ ଆସିବା ପରେ ଯୀଶୁ ତାକୁ ପଗ୍ଭରିଲେ,

See the chapter Copy

ପବିତ୍ର ବାଇବଲ (Re-edited) - (BSI)

40 ସେଥିରେ ଯୀଶୁ ଠିଆ ହୋଇ ତାହାକୁ ଆପଣା ନିକଟକୁ ଆଣିବା ପାଇଁ ଆଜ୍ଞା ଦେଲେ; ପୁଣି, ସେ ନିକଟରେ ଉପସ୍ଥିତ ହୁଅନ୍ତେ, ସେ ତାହାକୁ ପଚାରିଲେ,

See the chapter Copy

ଓଡିଆ ବାଇବେଲ

40 ସେଥିରେ ଯୀଶୁ ଠିଆ ହୋଇ ଅନ୍ଧକୁ ଆପଣା ନିକଟକୁ ଆଣିବା ପାଇଁ ଆଦେଶ ଦେଲେ; ଯେତେବେଳେ ଅନ୍ଧଟି ପାଖକୁ ଆସିଲା, ଯୀଶୁ ତାହାକୁ ପଚାରିଲେ,

See the chapter Copy

ପବିତ୍ର ବାଇବଲ (CL) NT (BSI)

40 ତେଣୁ ଯୀଶୁ ଅଟକି ଯାଇ ଲୋକଟିକୁ ତାଙ୍କ ନିକଟକୁ ଆଣିବା ପାଇଁ ଆଦେଶ ଦେଲେ। ସେ ନିକଟକୁ ଆସିବାରୁ ଯୀଶୁ ତାକୁ ପଚାରିଲେ,

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

40 ସେଥିରେ ଯୀଶୁ ଠିଆ ହୋଇ ଅନ୍ଧକୁ ଆପଣା ନିକଟକୁ ଆଣିବା ପାଇଁ ଆଦେଶ ଦେଲେ; ଯେତେବେଳେ ଅନ୍ଧଟି ପାଖକୁ ଆସିଲା, ଯୀଶୁ ତାହାକୁ ପଚାରିଲେ,

See the chapter Copy




ଲୂକ ଲିଖିତ ସୁସମାଚାର 18:40

Follow us:

Advertisements


Advertisements