ଲୂକ ଲିଖିତ ସୁସମାଚାର 18:35 - ପବିତ୍ର ବାଇବଲ35 ଯୀଶୁ ଯିରୀହୋ ନଗର ପାଖାପାଖି ହୋଇ ଆସିଲେ। ସେତେବେଳେ ରାସ୍ତା କଡ଼ରେ ଗୋଟିଏ ଅନ୍ଧ ବସିଥିଲା। ସେହି ଅନ୍ଧଟି ଭିକ ମାଗୁଥିଲା। See the chapterପବିତ୍ର ବାଇବଲ (Re-edited) - (BSI)35 ସେ ଯିରୀହୋର ନିକଟବର୍ତ୍ତୀ ହେଉଥିବା ସମୟରେ ଜଣେ ଅନ୍ଧ ପଥପାର୍ଶ୍ଵରେ ବସି ଭିକ୍ଷା କରୁଥିଲା। See the chapterଓଡିଆ ବାଇବେଲ35 ସେ ଯିରୀହୋର ନିକଟବର୍ତ୍ତୀ ହେଉଥିବା ସମୟରେ ଜଣେ ଅନ୍ଧ ବାଟ ପାଖରେ ବସି ଭିକ ମାଗୁଥିଲା । See the chapterପବିତ୍ର ବାଇବଲ (CL) NT (BSI)35 ଯୀଶୁ ଯିରୀହୋର ନିକଟବର୍ତ୍ତୀ ହେବାବେଳେ ରାସ୍ତା କଡ଼ରେ ଜଣେ ଅନ୍ଧ ବସି ଭିକ ମାଗୁଥିଲା। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT35 ସେ ଯିରୀହୋର ନିକଟବର୍ତ୍ତୀ ହେଉଥିବା ସମୟରେ ଜଣେ ଅନ୍ଧ ବାଟ ପାଖରେ ବସି ଭିକ ମାଗୁଥିଲା। See the chapter |