ଲୂକ ଲିଖିତ ସୁସମାଚାର 15:5 - ପବିତ୍ର ବାଇବଲ5 ମେଣ୍ଢାଟି ପାଇଗଲେ ସେ ବହୁତ ଖୁସୀ ହେବ। ସେ ମେଣ୍ଢାଟିକୁ କାନ୍ଧରେ ବସାଇ ଘରକୁ ଆଣିବ। See the chapterପବିତ୍ର ବାଇବଲ (Re-edited) - (BSI)5 ପୁଣି, ପାଇଲେ ସେ ତାହାକୁ ଆନନ୍ଦରେ କାନ୍ଧେଇ ଘରକୁ ଘେନିଆସେ, See the chapterଓଡିଆ ବାଇବେଲ5 ପୁଣି, ପାଇଲେ ସେ ତାହାକୁ ଆନନ୍ଦରେ କାନ୍ଧେଇ ଘରକୁ ଘେନି ଆସେ, See the chapterପବିତ୍ର ବାଇବଲ (CL) NT (BSI)5 ସେ ତାକୁ ପାଇଲେ ଏତେ ଆନନ୍ଦିତ ହୁଏ ଯେ ତାକୁ କାନ୍ଧରେ ବସାଇ ଘରକୁ ବୋହି ଆଣେ। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT5 ପୁଣି, ପାଇଲେ ସେ ତାହାକୁ ଆନନ୍ଦରେ କାନ୍ଧେଇ ଘରକୁ ଘେନି ଆସେ, See the chapter |