ଲୂକ ଲିଖିତ ସୁସମାଚାର 13:9 - ପବିତ୍ର ବାଇବଲ9 କାଳେ ଆସନ୍ତା ବର୍ଷ ଗଛରେ ଫଳ ଆସି ପାରେ। ଯଦି ଆସନ୍ତା ବର୍ଷ ଗଛରେ ଫଳ ନ ଆସିବ, ତେବେ ତୁମ୍ଭେ ଏହାକୁ କାଟି ଦେଇପାର।’” See the chapterପବିତ୍ର ବାଇବଲ (Re-edited) - (BSI)9 ଆଉ ପରେ ଫଳ ହୁଏତ ଭଲ, ନୋହିଲେ ତାହାକୁ ହାଣିପକାଇବେ। See the chapterଓଡିଆ ବାଇବେଲ9 ଆଉ ପରେ ଫଳ ହୁଏତ ଭଲ, ନୋହିଲେ ତାହାକୁ ହାଣିପକାଇବେ । See the chapterପବିତ୍ର ବାଇବଲ (CL) NT (BSI)9 ଯଦି ଆସନ୍ତା ବର୍ଷ ଗଛରେ ଫଳ ଧରେ ତେବେ ଭଲ, ନ ହେଲେ ଆପଣ ଏହାକୁ କାଟି ଦେଇ ପାରନ୍ତି’।” See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT9 ଆଉ ପରେ ଫଳ ହୁଏତ ଭଲ, ନୋହିଲେ ତାହାକୁ ହାଣିପକାଇବେ।’” See the chapter |