Online Bible

- Advertisements -




ଲୂକ ଲିଖିତ ସୁସମାଚାର 1:56 - ପବିତ୍ର ବାଇବଲ

56 ମରିୟମ ପ୍ରାୟ ତିନି ମାସ ପର୍ଯ୍ୟନ୍ତ ଏଲୀଶାବେଥଙ୍କ ପାଖରେ ରହିବା ପରେ ନିଜେ ଘରକୁ ଫେରିଗଲେ।

See the chapter Copy

ପବିତ୍ର ବାଇବଲ (Re-edited) - (BSI)

56 ଆଉ, ମରୀୟମ ପ୍ରାୟ ତିନି ମାସ ତାଙ୍କ ସହିତ ରହି ଆପଣା ଗୃହକୁ ବାହୁଡ଼ିଗଲେ।

See the chapter Copy

ଓଡିଆ ବାଇବେଲ

56 ଆଉ ମରୀୟମ ପ୍ରାୟ ତିନି ମାସ ତାହାଙ୍କ ସହିତ ରହି ଆପଣା ଗୃହକୁ ଫେରିଗଲେ ।

See the chapter Copy

ପବିତ୍ର ବାଇବଲ (CL) NT (BSI)

56 ମରିୟମ ପ୍ରାୟ ତିନି ମାସ ପର୍ଯ୍ୟନ୍ତ ଏଲିଶାବେଥ୍‌ଙ୍କ ସହିତ ରହିବା ପରେ ଗୃହକୁ ବାହୁଡ଼ି ଗଲେ।

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

56 ଆଉ ମରୀୟମ ପ୍ରାୟ ତିନି ମାସ ତାହାଙ୍କ ସହିତ ରହି ଆପଣା ଗୃହକୁ ଫେରିଗଲେ।

See the chapter Copy




ଲୂକ ଲିଖିତ ସୁସମାଚାର 1:56

Follow us:

Advertisements


Advertisements