Online Bible

- Advertisements -




ଲେବୀୟ ପୁସ୍ତକ 7:10 - ପବିତ୍ର ବାଇବଲ

10 ସମସ୍ତ ଶସ୍ୟ ନୈବେଦ୍ୟ ହାରୋଣଙ୍କ ପୁତ୍ରମାନଙ୍କର। ତାହା ତୈଳମିଶ୍ରିତ ହେଉ ବା ଶୁଷ୍କ ହେଉ, ସେଥିରେ କିଛି ପ୍ରଭେଦ ରହିବ ନାହିଁ। ସେହି ନୈବେଦ୍ୟ ହାରୋଣଙ୍କ ପୁତ୍ରଗଣଙ୍କ ମଧ୍ୟରେ ବଣ୍ଟାଯିବ।

See the chapter Copy

ପବିତ୍ର ବାଇବଲ (Re-edited) - (BSI)

10 ମାତ୍ର ତୈଳମିଶ୍ରିତ ବା ଶୁଷ୍କ ଭକ୍ଷ୍ୟ-ନୈବେଦ୍ୟ ସବୁ ହାରୋଣର ପୁତ୍ରଗଣ ମଧ୍ୟରେ ଯେପରି ଏକର, ସେପରି ଅନ୍ୟର ହେବ।

See the chapter Copy

ଓଡିଆ ବାଇବେଲ

10 ମାତ୍ର ତୈଳ ମିଶ୍ରିତ ବା ଶୁଷ୍କ ଭକ୍ଷ୍ୟ ନୈବେଦ୍ୟ ସବୁ ହାରୋଣଙ୍କର ପୁତ୍ରଗଣ ମଧ୍ୟରେ ପ୍ରତ୍ୟେକଙ୍କର ସମାନ ଅଂଶ ହେବ।”

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ମାତ୍ର ତୈଳ ମିଶ୍ରିତ ବା ଶୁଷ୍କ ଭକ୍ଷ୍ୟ ନୈବେଦ୍ୟସବୁ ହାରୋଣଙ୍କର ପୁତ୍ରଗଣ ମଧ୍ୟରେ ପ୍ରତ୍ୟେକଙ୍କର ସମାନ ଅଂଶ ହେବ।”

See the chapter Copy




ଲେବୀୟ ପୁସ୍ତକ 7:10

Follow us:

Advertisements


Advertisements