ଲେବୀୟ ପୁସ୍ତକ 25:26 - ପବିତ୍ର ବାଇବଲ26 ଯଦି ସେହି ବ୍ୟକ୍ତିର ନିକଟ ସମ୍ପର୍କୀୟ କେହି ତା'ର ଭୂମି ମୁକ୍ତ କରିବାକୁ ନ ଥାଏ, ତେବେ ସେ ନିଜେ ଅଧିକ ଧନ ଲାଭ କଲା ପରେ ତା'ର ଭୂମି ମୁକ୍ତ କରିବ। See the chapterପବିତ୍ର ବାଇବଲ (Re-edited) - (BSI)26 ପୁଣି, ଯେବେ ତାହା ମୁକ୍ତ କରିବାକୁ ତାହାର କେହି ନ ଥାଏ ଓ ସେ ବର୍ଦ୍ଧିଷ୍ଣୁ ହୋଇ ତାହା ମୁକ୍ତ କରିବାକୁ ଯଥେଷ୍ଟ ଧନ ପାଏ, See the chapterଓଡିଆ ବାଇବେଲ26 ପୁଣି, ଯଦି ତାହା ମୁକ୍ତ କରିବାକୁ ତାହାର କେହି ନ ଥାଏ ଓ ସେ ବର୍ଦ୍ଧିଷ୍ଣୁ ହୋଇ ତାହା ମୁକ୍ତ କରିବାକୁ ଯଥେଷ୍ଟ ଧନ ପାଏ, See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT26 ପୁଣି, ଯଦି ତାହା ମୁକ୍ତ କରିବାକୁ ତାହାର କେହି ନ ଥାଏ ଓ ସେ ବର୍ଦ୍ଧିଷ୍ଣୁ ହୋଇ ତାହା ମୁକ୍ତ କରିବାକୁ ଯଥେଷ୍ଟ ଧନ ପାଏ, See the chapter |