ଯିରିମୀୟ 6:25 - ପବିତ୍ର ବାଇବଲ25 ଘରୁ ବାହାରି କ୍ଷେତ୍ରକୁ ଯାଅ ନାହିଁ କିଅବା ରାସ୍ତାରେ ଗମନ କର ନାହିଁ। କାରଣ ଗ୍ଭରିଆଡ଼େ ଶତ୍ରୁର ଖଡ଼୍ଗ ଓ ଆଶଙ୍କା ରହିଛି। See the chapterପବିତ୍ର ବାଇବଲ (Re-edited) - (BSI)25 ବାହାର ହୋଇ କ୍ଷେତ୍ରକୁ ଯାଅ ନାହିଁ, ଅଥବା ପଥରେ ଗମନ କର ନାହିଁ; କାରଣ ଚାରିଆଡ଼େ ଶତ୍ରୁର ଖଡ଼୍ଗ ଓ ଆଶଙ୍କା ଅଛି। See the chapterଓଡିଆ ବାଇବେଲ25 ବାହାର ହୋଇ କ୍ଷେତ୍ରକୁ ଯାଅ ନାହିଁ, ଅଥବା ପଥରେ ଗମନ କର ନାହିଁ; କାରଣ ଚାରିଆଡ଼େ ଶତ୍ରୁର ଖଡ୍ଗ ଓ ଆଶଙ୍କା ଅଛି। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT25 ବାହାର ହୋଇ କ୍ଷେତ୍ରକୁ ଯାଅ ନାହିଁ, ଅଥବା ପଥରେ ଗମନ କର ନାହିଁ; କାରଣ ଚାରିଆଡ଼େ ଶତ୍ରୁର ଖଡ୍ଗ ଓ ଆଶଙ୍କା ଅଛି। See the chapter |