ଯିରିମୀୟ 2:16 - ପବିତ୍ର ବାଇବଲ16 ଅଧିକନ୍ତୁ ନୋଫର ଓ ତଫନ୍ହେଷର ସନ୍ତାନଗଣ ତୁମ୍ଭ ମସ୍ତକର ମୁକୁଟ ଭାଙ୍ଗି ପକାଇ ଅଛନ୍ତି। See the chapterପବିତ୍ର ବାଇବଲ (Re-edited) - (BSI)16 ଆହୁରି ନୋଫର ଓ ତଫନହେଷର ସନ୍ତାନଗଣ ତୁମ୍ଭ ମସ୍ତକର ତାଳୁଆ ଭାଙ୍ଗି ପକାଇ ଅଛନ୍ତି। See the chapterଓଡିଆ ବାଇବେଲ16 ଆହୁରି ନୋଫର ଓ ତଫନ୍ହେଷର ସନ୍ତାନଗଣ ତୁମ୍ଭ ମସ୍ତକର ମୁକୁଟକୁ ଭାଙ୍ଗିଅଛନ୍ତି। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT16 ଆହୁରି ନୋଫର ଓ ତଫନ୍ହେଷର ସନ୍ତାନଗଣ ତୁମ୍ଭ ମସ୍ତକର ମୁକୁଟକୁ ଭାଙ୍ଗିଅଛନ୍ତି। See the chapter |