Online Bible

- Advertisements -




ଏବ୍ରୀ 9:17 - ପବିତ୍ର ବାଇବଲ

17 ଚୁକ୍ତି ଲେଖିଥିବା ଲୋକ ଯଦି ଜୀବିତ, ତା'ହେଲେ ସେହି ଉଇ‌‌‌‌‌‌‌‌ଲ୍‌‌‌‌‌‌‌ଟି କାର୍ଯ୍ୟକାରୀ ହୋଇ ପାରିବ ନାହିଁ। ମଣିଷଟି ମରିଗଲା ପରେ ଯାଇ ଉଇ‌‌‌‌‌‌‌‌ଲ୍‌‌‌‌‌‌‌ଟି ଲାଗୁ ହୋଇ ପାରିବ।

See the chapter Copy

ପବିତ୍ର ବାଇବଲ (Re-edited) - (BSI)

17 ଯେଣୁ ମୃତ୍ୟୁ ଘଟିଲେ ଉଇଲ୍ ବଳବତ୍ ହୁଏ, କାରଣ ଉଇଲ୍ କରିଥିବା ଲୋକ ଜୀବିତ ଥିବା ପର୍ଯ୍ୟନ୍ତ ତାହା କଦାପି କାର୍ଯ୍ୟକାରୀ ହୁଏ ନାହିଁ।

See the chapter Copy

ଓଡିଆ ବାଇବେଲ

17 ଯେଣୁ ମୃତ୍ୟୁ ଘଟିଲେ ଚୁକ୍ତି ବଳବନ୍ତ ହୁଏ, କାରଣ ଚୁକ୍ତି କରିଥିବା ଲୋକ ଜୀବିତ ଥିବା ପର୍ଯ୍ୟନ୍ତ ତାହା କଦାପି କାର୍ଯ୍ୟକାରୀ ହୁଏ ନାହିଁ ।

See the chapter Copy

ପବିତ୍ର ବାଇବଲ (CL) NT (BSI)

17 କାରଣ ଉଇଲ୍ କରିଥିବା ବ୍ୟକ୍ତି ବଞ୍ଚିଥିବା ଯାଏ, ଉଇଲ୍ର ମୂଲ୍ୟ ନାହିଁ କେବଳ ତାହାର ମତ୍ୟୁ ପରେ ତାହା କାର୍ଟ୍ୟକାରୀ ହୁଏ।

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଯେଣୁ ମୃତ୍ୟୁ ଘଟିଲେ ଚୁକ୍ତି ବଳବନ୍ତ ହୁଏ, କାରଣ ଚୁକ୍ତି କରିଥିବା ଲୋକ ଜୀବିତ ଥିବା ପର୍ଯ୍ୟନ୍ତ ତାହା କଦାପି କାର୍ଯ୍ୟକାରୀ ହୁଏ ନାହିଁ।

See the chapter Copy




ଏବ୍ରୀ 9:17

Follow us:

Advertisements


Advertisements