ଏବ୍ରୀ 7:20 - ପବିତ୍ର ବାଇବଲ20 ଯୀଶୁ ଖ୍ରୀଷ୍ଟଙ୍କୁ ମହାଯାଜକ କଲାବେଳେ, ପରମେଶ୍ୱର ଯେଉଁ ଶପଥ କରିଥିଲେ, ଏହା ଗୁରୁତ୍ୱପୂର୍ଣ୍ଣ ଅଟେ। ଯେତେବେଳେ ଅନ୍ୟମାନେ ଯାଜକ ହୋଇଥିଲେ, ସେତେବେଳେ କୌଣସି ଶପଥ ହୋଇ ନ ଥିଲା। See the chapterପବିତ୍ର ବାଇବଲ (Re-edited) - (BSI)20 ଆଉ ଏହା ଯେପ୍ରକାରେ ବିନା ଶପଥରେ ହେଲା ନାହିଁ, See the chapterଓଡିଆ ବାଇବେଲ20 ଆଉ ଏହା ଯେପ୍ରକାରେ ବିନା ଶପଥରେ ହେଲା ନାହିଁ, See the chapterପବିତ୍ର ବାଇବଲ (CL) NT (BSI)20 ଅଧିକରୁ ଆମ ପାଇଁ ଈଶ୍ୱରଙ୍କ ଶପଥ ମଧ୍ୟ ରହିଛି। ଅନ୍ୟମାନେ ଯାଜକ ପଦରେ ନିଯୁକ୍ତ ହେଲାବେଳେ ଏପରି କୌଣସି ଶପଥ ପ୍ରଦତ୍ତ ହୋଇ ନା ଥିଲା। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT20 ଆଉ ଏହା ଯେପ୍ରକାରେ ବିନା ଶପଥରେ ହେଲା ନାହିଁ, See the chapter |