ଆଦି ପୁସ୍ତକ 41:50 - ପବିତ୍ର ବାଇବଲ50 ଯୋଷେଫଙ୍କର ସ୍ତ୍ରୀ ଆସନତ୍। ସେ ଓନ୍ ନଗର ନିବାସୀ ପୋଟୀଫେର ଯାଜକର ଝିଅ ଥିଲେ। ଦୁର୍ଭିକ୍ଷ ଆସିବାର ପୂର୍ବରୁ ଯୋଷେଫ ଏବଂ ଆସନତ୍ଙ୍କର ଦୁଇଟି ପୁତ୍ର ଥିଲେ। See the chapterପବିତ୍ର ବାଇବଲ (Re-edited) - (BSI)50 ଆଉ ଦୁର୍ଭିକ୍ଷ ବର୍ଷ ପୂର୍ବରେ ଯୋଷେଫଙ୍କର ଦୁଇପୁତ୍ର ଜାତ ହୋଇଥିଲେ, ଓନ୍ ନଗର ନିବାସୀ ପୋଟୀଫେର ଯାଜକର ଆସନତ୍ ନାମ୍ନୀ କନ୍ୟା ସେମାନଙ୍କୁ ଜନ୍ମ କରିଥିଲା। See the chapterଓଡିଆ ବାଇବେଲ50 ଆଉ ଦୁର୍ଭିକ୍ଷ ବର୍ଷ ପୂର୍ବରେ ଯୋଷେଫଙ୍କର ଦୁଇପୁତ୍ର ଜାତ ହୋଇଥିଲେ, ଓନ୍ ନଗର ନିବାସୀ ପୋଟୀଫେର ଯାଜକର ଆସନତ୍ ନାମ୍ନୀ କନ୍ୟା ସେମାନଙ୍କୁ ଜନ୍ମ କରିଥିଲା। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT50 ଆଉ ଦୁର୍ଭିକ୍ଷ ବର୍ଷ ପୂର୍ବରେ ଯୋଷେଫଙ୍କର ଦୁଇ ପୁତ୍ର ଜାତ ହୋଇଥିଲେ, ଓନ୍ ନଗର ନିବାସୀ ପୋଟୀଫେର ଯାଜକର ଆସନତ୍ ନାମ୍ନୀ କନ୍ୟା ସେମାନଙ୍କୁ ଜନ୍ମ କରିଥିଲା। See the chapter |