କଲସୀୟ 4:4 - ପବିତ୍ର ବାଇବଲ4 ମୁଁ ଯେପରି ଏହି ସତ୍ୟ ଲୋକମାନଙ୍କ ଆଗରେ ସ୍ପଷ୍ଟ କରି ପାରିବି, ସେଥିପାଇଁ ପ୍ରାର୍ଥନା କର। ମୁଁ ତାହା କରିବା ଉଚିତ୍। See the chapterପବିତ୍ର ବାଇବଲ (Re-edited) - (BSI)4 ତାହା ଉଚିତମତେ କଥା କହି ପ୍ରକାଶ କରି ପାରେ। See the chapterଓଡିଆ ବାଇବେଲ4 ତାହା ଉଚିତ୍ ମତରେ କଥା କହି ପ୍ରକାଶ କରି ପାରେ । See the chapterପବିତ୍ର ବାଇବଲ (CL) NT (BSI)4 ପ୍ରାର୍ଥନା କର, ଯେପରି ମୁଁ ଯଥାଯଥ ଓ ସୁସ୍ପଷ୍ଟଭାବେ ତାହା ପ୍ରଚାର କରିପାରିବି। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT4 ତାହା ଉଚିତ୍ ମତରେ କଥା କହି ପ୍ରକାଶ କରିପାରେ। See the chapter |