କଲସୀୟ 4:15 - ପବିତ୍ର ବାଇବଲ15 ଲାଅଦିକୀଆର ଭାଇ ଓ ଭଉଣୀମାନଙ୍କୁ ନମସ୍କାର ଜଣାଅ। ନୁମ୍ଫା ଓ ତାଙ୍କ ଘରେ ମିଳିତ ହେଉଥିବା ମଣ୍ଡଳୀକୁ ନମସ୍କାର ଜଣାଅ। See the chapterପବିତ୍ର ବାଇବଲ (Re-edited) - (BSI)15 ଲାଅଦିକିଆରେ ଥିବା ଭାଇମାନଙ୍କୁ, ନୁମ୍ଫା ଓ ତାଙ୍କ ଗୃହରେ ଥିବା ମଣ୍ତଳୀକୁ ନମସ୍କାର ଜଣାଅ। See the chapterଓଡିଆ ବାଇବେଲ15 ଲାଅଦିକିଆରେ ଥିବା ଭାଇମାନଙ୍କୁ, ନୁମ୍ଫା ଓ ତାଙ୍କ ଗୃହରେ ଥିବା ମଣ୍ଡଳୀକୁ ନମସ୍କାର ଜଣାଅ । See the chapterପବିତ୍ର ବାଇବଲ (CL) NT (BSI)15 ଲାଉଦିସିଆର ଭାଇମାନଙ୍କୁ, ଭଉଣୀ ନୁମଫା ଓ ତାଙ୍କ ଘରେ ଏକତ୍ରିତ ହେଉଥିବା ମଣ୍ଡଳୀର ସମସ୍ତଙ୍କୁ ଆମର ଶୁଭେଚ୍ଛା ଜଣାଅ। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT15 ଲାଅଦିକିଆରେ ଥିବା ଭାଇମାନଙ୍କୁ, ନୁମ୍ଫା ଓ ତାହାଙ୍କ ଗୃହରେ ଥିବା ମଣ୍ଡଳୀକୁ ନମସ୍କାର ଜଣାଅ। See the chapter |