Online Bible

- Advertisements -




ପ୍ରେରିତ 8:33 - ପବିତ୍ର ବାଇବଲ

33 ତାହାଙ୍କୁ ଅପମାନିତ କରାଗଲା ଓ ତାହାଙ୍କର ସମସ୍ତ ଅଧିକାର କାଢ଼ି ନିଆଗଲା। ଏହି ପୃଥିବୀରେ ତାହାଙ୍କର ଜୀବନକାଳ ଶେଷ ହେଲା। କିଏ ତାହାଙ୍କ ବଂଶ ବିଷୟରେ କଥାବାର୍ତ୍ତା କରିବ?”

See the chapter Copy

ପବିତ୍ର ବାଇବଲ (Re-edited) - (BSI)

33 ତାହାଙ୍କ ଅବନତ ହେବାରେ ତାହାଙ୍କ ଦଣ୍ତ ଅପସାରିତ ହେଲା; ତାହାଙ୍କ ବଂଶ କିଏ ବର୍ଣ୍ଣନା କରି ପାରିବ? କାରଣ ତାହାଙ୍କ ପ୍ରାଣ ପୃଥିବୀରୁ ଅପସାରିତ ହେଲା।

See the chapter Copy

ଓଡିଆ ବାଇବେଲ

33 ତାହାଙ୍କ ଅବନତ ହେବାରେ ତାହାଙ୍କ ଦଣ୍ଡ ଅପସାରିତ ହେଲା; ତାହାଙ୍କ ବଂଶ କିଏ ବର୍ଣ୍ଣନା କରି ପାରିବ ? କାରଣ ତାହାଙ୍କ ପ୍ରାଣ ପୃଥିବୀରୁ ଅପସାରିତ ହେଲା ।

See the chapter Copy

ପବିତ୍ର ବାଇବଲ (CL) NT (BSI)

33 ସେ ଅପମାନିତ ହେଲେ ଓ ନ୍ୟାୟରୁ ବଞ୍ଚିତ ହେଲେ। ତାଙ୍କ ବଂଶଧରମାନଙ୍କ ବିଷୟରେ କେହି କିଛି କହିପାରିବେ ନାହିଁ, କାରଣ ପୃଥିବୀରେ ତାଙ୍କ ଜୀବନର ସମାପ୍ତି ଘଟିଛି।”

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

33 ତାହାଙ୍କ ଅବନତ ହେବାରେ ତାହାଙ୍କ ଦଣ୍ଡ ଅପସାରିତ ହେଲା; ତାହାଙ୍କ ବଂଶ କିଏ ବର୍ଣ୍ଣନା କରିପାରିବ? କାରଣ ତାହାଙ୍କ ପ୍ରାଣ ପୃଥିବୀରୁ ଅପସାରିତ ହେଲା।”

See the chapter Copy




ପ୍ରେରିତ 8:33

Follow us:

Advertisements


Advertisements