ପ୍ରେରିତ 7:28 - ପବିତ୍ର ବାଇବଲ28 ଗତକାଲି ତୁମ୍ଭେ ଯେପରି ମିଶରୀୟକୁ ମାରିଦେଲ ସେହିପରି କ’ଣ ମୋତେ ମାରି ଦେବା ପାଇଁ?’ See the chapterପବିତ୍ର ବାଇବଲ (Re-edited) - (BSI)28 କାଲି ଯେପରି ସେହି ମିସରୀୟକୁ ବଧ କରିଥିଲ, ସେପରି କି ମୋତେ ବଧ କରିବାକୁ ଇଚ୍ଛା କରୁଅଛ? See the chapterଓଡିଆ ବାଇବେଲ28 କାଲି ଯେପରି ସେହି ମିସରୀୟକୁ ବଧ କରିଥିଲ, ସେପରି କି ମୋତେ ବଧ କରିବାକୁ ଇଚ୍ଛା କରୁଅଛ ? See the chapterପବିତ୍ର ବାଇବଲ (CL) NT (BSI)28 ଗତକାଲି ଯେପରି ମିସରୀୟ ଲୋକକୁ ହତ୍ୟା କଲୁ, ମୋତେ କ’ଣ ସେହିପରି ହତ୍ୟା କରିବାକୁ ଚାହୁଁ?’ See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT28 କାଲି ଯେପରି ସେହି ମିସରୀୟ ବ୍ୟକ୍ତିକୁ ବଧ କରିଥିଲ, ସେପରି କି ମୋତେ ବଧ କରିବାକୁ ଇଚ୍ଛା କରୁଅଛ? See the chapter |