Online Bible

- Advertisements -




ପ୍ରେରିତ 7:23 - ପବିତ୍ର ବାଇବଲ

23 “ତାହାଙ୍କୁ ଗ୍ଭଳିଶ୍ ବର୍ଷ ବୟସ ହେବା ବେଳେ ସେ ନିଜ ଭାଇମାନଙ୍କୁ ତଥା ଇସ୍ରାଏଲ ଲୋକମାନଙ୍କୁ ସାକ୍ଷାତ କରିବା ପାଇଁ ଇଚ୍ଛା କଲେ।

See the chapter Copy

ପବିତ୍ର ବାଇବଲ (Re-edited) - (BSI)

23 ତାଙ୍କ ଚାଳିଶ ବର୍ଷ ପୂର୍ଣ୍ଣ ହେଉଥିବା ସମୟରେ ଆପଣା ଭାଇମାନଙ୍କୁ, ଅର୍ଥାତ୍, ଇସ୍ରାଏଲ ସନ୍ତାନମାନଙ୍କୁ ସଂଖୋଳିବା ନିମନ୍ତେ ତାଙ୍କ ଇଚ୍ଛା ଜାତ ହେଲା।

See the chapter Copy

ଓଡିଆ ବାଇବେଲ

23 ତା'ଙ୍କୁ ଚାଳିଶ ବର୍ଷ ପୂର୍ଣ୍ଣ ହେଉଥିବା ସମୟରେ ଆପଣା ଭାଇମାନଙ୍କୁ, ଅର୍ଥାତ୍ ଇସ୍ରାଏଲ ସନ୍ତାନମାନଙ୍କୁ, ପରିଦର୍ଶନ କରିବା ନିମନ୍ତେ ତା'ଙ୍କ ଇଚ୍ଛା ଜାତ ହେଲା ।

See the chapter Copy

ପବିତ୍ର ବାଇବଲ (CL) NT (BSI)

23 “ମୋଶାଙ୍କର ବୟସ ଯେତେବେଳେ ଚାଳିଶ ବର୍ଷ, ସେ ତାଙ୍କର ଇଶ୍ରାୟେଲୀୟ ଭାଇମାନଙ୍କ ପ୍ରତି କିପରି ବ୍ୟବହାର କରାଯାଉଛି, ତାହା ଜାଣିବାକୁ ସ୍ଥିର କଲେ।

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ତାହାଙ୍କୁ ଚାଳିଶ ବର୍ଷ ପୂର୍ଣ୍ଣ ହେଉଥିବା ସମୟରେ ଆପଣା ଭାଇମାନଙ୍କୁ, ଅର୍ଥାତ୍‍ ଇସ୍ରାଏଲ ସନ୍ତାନମାନଙ୍କୁ, ସାକ୍ଷାତ କରିବା ନିମନ୍ତେ ତାହାଙ୍କ ମନରେ ଇଚ୍ଛା ଜାତ ହେଲା।

See the chapter Copy




ପ୍ରେରିତ 7:23

Follow us:

Advertisements


Advertisements