Online Bible

- Advertisements -




ପ୍ରେରିତ 23:22 - ପବିତ୍ର ବାଇବଲ

22 ସେନାଧ୍ୟକ୍ଷ ସେହି ଯୁବକଙ୍କୁ ଆଦେଶ ଦେଲେ ଯେ ସେ ତାହାଙ୍କୁ ଏ କଥା କହିଛି ବୋଲି କାହାକୁ ଯେପରି ନ କୁହେ, “ଓ ଏହା କହି ତାହାଙ୍କୁ ପଠାଇଦେଲେ।”

See the chapter Copy

ପବିତ୍ର ବାଇବଲ (Re-edited) - (BSI)

22 ସେଥିରେ ସହସ୍ରସେନାପତି ସେହି ଯୁବାକୁ ବିଦାୟ ଦେଇ ତାକୁ ଆଜ୍ଞା କଲେ, ତୁମ୍ଭେ ଯେ ଏହିସମସ୍ତ କଥା ମୋତେ ଜଣାଇଅଛ, ତାହା କାହାକୁ କହିବ ନାହିଁ।

See the chapter Copy

ଓଡିଆ ବାଇବେଲ

22 ସେଥିରେ ସହସ୍ର ସେନାପତି ସେହି ଯୁବାକୁ ବିଦାୟ ଦେଇ ତାହାକୁ ଆଦେଶ କଲେ, ତୁମ୍ଭେ ଯେ ଏହି ସମସ୍ତ କଥା ମୋତେ ଜଣାଇଅଛ, ତାହା କାହାକୁ କହିବ ନାହିଁ ।

See the chapter Copy

ପବିତ୍ର ବାଇବଲ (CL) NT (BSI)

22 “ତୁମେ ମୋତେ ଏହା ଜଣାଇଛ ବୋଲି କାହାକୁ କହିବ ନାହିଁ।” ସେନାଧ୍ୟକ୍ଷ ଏହା କହି ଯୁବକକୁ ବିଦାୟ ଦେଲେ।

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ସେଥିରେ ସହସ୍ର-ସେନାପତି ସେହି ଯୁବାକୁ ବିଦାୟ ଦେଇ ତାହାକୁ ଆଦେଶ କଲେ, ତୁମ୍ଭେ ଯେ ଏହି ସମସ୍ତ କଥା ମୋତେ ଜଣାଇଅଛ, ତାହା କାହାକୁ କହିବ ନାହିଁ।

See the chapter Copy




ପ୍ରେରିତ 23:22

Follow us:

Advertisements


Advertisements