Online Bible

- Advertisements -




ପ୍ରେରିତ 22:29 - ପବିତ୍ର ବାଇବଲ

29 ପାଉଲ ଜଣେ ରୋମୀୟ ନାଗରିକ ବୋଲି ଜାଣିବା ପରେ ତାହାଙ୍କୁ ପ୍ରଶ୍ନ କରିବା ପାଇଁ ଯାଉଥିବା ଲୋକମାନେ ସଙ୍ଗେ ସଙ୍ଗେ ତାହାଙ୍କୁ ଛାଡ଼ି ଗ୍ଭଲିଗଲେ। ସେନାଧ୍ୟକ୍ଷ ମଧ୍ୟ ତାହାଙ୍କୁ ବାନ୍ଧି ବେତ୍ରାଘାତ କରିବା ପାଇଁ ଆଦେଶ ଦେଇଥିବାରୁ ଡରିଗଲେ।

See the chapter Copy

ପବିତ୍ର ବାଇବଲ (Re-edited) - (BSI)

29 ତେବେ, ଯେଉଁମାନେ ତାଙ୍କୁ ପରୀକ୍ଷା କରିବାକୁ ଉଦ୍ୟତ ଥିଲେ, ସେମାନେ ତତ୍କ୍ଷଣାତ୍ ସେଥିରୁ ନିବୃତ୍ତ ହେଲେ, ଆଉ ସହସ୍ରସେନାପତି ସୁଦ୍ଧା ସେ ଯେ ଜଣେ ରୋମୀୟ, ଏହା ବୁଝିବାରୁ ଓ ତାଙ୍କୁ ବାନ୍ଧିବାରୁ ଭୀତ ହେଲେ।

See the chapter Copy

ଓଡିଆ ବାଇବେଲ

29 ତେବେ ଯେଉଁ ଲୋକମାନେ ତାହାଙ୍କୁ ପରୀକ୍ଷା କରିବାକୁ ଚେଷ୍ଟା କରୁଥିଲେ, ସେମାନେ ସେହିକ୍ଷଣି ସେଥିରୁ ନିବୃତ୍ତ ହେଲେ, ସହସ୍ର ସେନାପତି ସୁଦ୍ଧା ସେ ଯେ ଜଣେ ରୋମୀୟ, ଏହା ବୁଝିବାରୁ ଏବଂ ତାହାଙ୍କୁ ବାନ୍ଧିବାରୁ ଭୟ କଲେ ।

See the chapter Copy

ପବିତ୍ର ବାଇବଲ (CL) NT (BSI)

29 ସଙ୍ଗେ ସଙ୍ଗେ ଯେଉଁ ଲୋକମାନେ ପାଉଲଙ୍କୁ ପ୍ରଶ୍ନ କରିବାକୁ ଯାଉଥିଲେ, ପଛକୁ ହଟିଗଲେ ଏବଂ ପାଉଲ ଜଣେ ରୋମୀୟ ନାଗରିକ ହୋଇଥିବା ଜାଣି ଓ ସେ ଯେ ତାଙ୍କୁ ଶିକୁଳିରେ ବାନ୍ଧିବା ପାଇଁ ଆଦେଶ ଦେଇଛନ୍ତି, ଏହା ଜାଣି, ସୈନ୍ୟାଧ୍ୟକ୍ଷ ଅତ୍ୟନ୍ତ ଭୟଭୀତ ହେଲେ।

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

29 ତେବେ ଯେଉଁ ଲୋକମାନେ ତାହାଙ୍କୁ ପରୀକ୍ଷା କରିବାକୁ ଚେଷ୍ଟା କରୁଥିଲେ, ସେମାନେ ସେହିକ୍ଷଣି ସେଥିରୁ ନିବୃତ୍ତ ହେଲେ, ସହସ୍ର-ସେନାପତି ସୁଦ୍ଧା ସେ ଯେ ଜଣେ ରୋମୀୟ, ଏହା ବୁଝିବାରୁ ଏବଂ ତାହାଙ୍କୁ ବାନ୍ଧିବାରୁ ଭୟ କଲେ।

See the chapter Copy




ପ୍ରେରିତ 22:29

Follow us:

Advertisements


Advertisements