Online Bible

- Advertisements -




ପ୍ରେରିତ 2:8 - ପବିତ୍ର ବାଇବଲ

8 କିନ୍ତୁ ଆମ୍ଭେମାନେ ସେମାନଙ୍କୁ ଆମ୍ଭ ମାତୃଭାଷାରେ କଥା କହିବାର କିପରି ଶୁଣୁଛୁ? ଏହା କିପରି ସମ୍ଭବ!

See the chapter Copy

ପବିତ୍ର ବାଇବଲ (Re-edited) - (BSI)

8 ତେବେ, ଆମ୍ଭେମାନେ କିପରି ପ୍ରତ୍ୟେକ ଜଣ ଆପଣା ଆପଣା ଜନ୍ମଭୂମିର ଭାଷାରେ କଥା ଶୁଣୁଅଛୁ?

See the chapter Copy

ଓଡିଆ ବାଇବେଲ

8 ତେବେ, ଆମ୍ଭେମାନେ କିପରି ପ୍ରତ୍ୟେକ ଜଣ ଆପଣା ଆପଣା ଜନ୍ମଭୂମିର ଭାଷାରେ କଥା ଶୁଣୁଅଛୁ ?

See the chapter Copy

ପବିତ୍ର ବାଇବଲ (CL) NT (BSI)

8 ତା’ହେଲେ ଆମେ ସମସ୍ତେ କିପରି ସେମାନଙ୍କୁ ଆମ ନିଜ ନିଜ ଭାଷାରେ କଥା କହୁଥିବା ଶୁଣିଛୁ?

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ତେବେ, ଆମ୍ଭେମାନେ କିପରି ପ୍ରତ୍ୟେକ ଜଣ ଆପଣା ଆପଣା ଜନ୍ମଭୂମିର ଭାଷାରେ କଥା ଶୁଣୁଅଛୁ?

See the chapter Copy




ପ୍ରେରିତ 2:8

Follow us:

Advertisements


Advertisements