Online Bible

- Advertisements -




ପ୍ରେରିତ 2:26 - ପବିତ୍ର ବାଇବଲ

26 ଏହା ଦ୍ୱାରା ମୋର ମନ ପ୍ରଫୁଲ୍ଲିତ ହେଲା ଓ ମୋ’ ମୁହଁରୁ ଆନନ୍ଦପୂର୍ଣ୍ଣ କଥା ବାହାରିଲା।

See the chapter Copy

ପବିତ୍ର ବାଇବଲ (Re-edited) - (BSI)

26 ତେଣୁ ମୋହର ହୃଦୟ ପ୍ରଫୁଲ୍ଲ ଓ ମୋହର ଜିହ୍ଵା ଉଲ୍ଲସିତ ହେଲା, ଆହୁରି ମୋହର ଶରୀର ମଧ୍ୟ ଭରସାରେ ବାସ କରିବ,

See the chapter Copy

ଓଡିଆ ବାଇବେଲ

26 ତେଣୁ ମୋହର ହୃଦୟ ପ୍ରଫୁଲ୍ଲ ଓ ମୋହର ଜିହ୍ୱା ଉଲ୍ଲସିତ ହେଲା, ଆହୁରି ମୋହର ଶରୀର ମଧ୍ୟ ଭରସାରେ ବାସ କରିବ,

See the chapter Copy

ପବିତ୍ର ବାଇବଲ (CL) NT (BSI)

26 ତେଣୁ ମୁଁ ଆନନ୍ଦରେ ପରିପୂର୍ଣ୍ଣ, ମୋର ଜିହ୍ୱା ଉଲ୍ଲସି ଉଠୁଛି। ଯଦ୍ୟପି ମୁଁ ମରଣଶୀଳ, ମୁଁ ନିଶ୍ଚିତ ଭରସାରେ ସୁସ୍ଥିର,

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ତେଣୁ ମୋହର ହୃଦୟ ପ୍ରଫୁଲ୍ଲ ଓ ମୋହର ଜିହ୍ୱା ଉଲ୍ଲସିତ ହେଲା, ଆହୁରି ମୋହର ଶରୀର ମଧ୍ୟ ଭରସାରେ ବାସ କରିବ,

See the chapter Copy




ପ୍ରେରିତ 2:26

Follow us:

Advertisements


Advertisements