2 ଶାମୁୟେଲ 20:17 - ପବିତ୍ର ବାଇବଲ17 ଯୋୟାବ ସ୍ତ୍ରୀଲୋକଟି ସହିତ କଥାବାର୍ତ୍ତା କରିବାକୁ ଗଲା। ସେହି ସ୍ତ୍ରୀ ପଗ୍ଭରିଲା, “ତୁମ୍ଭେ କ’ଣ ଯୋୟାବ?” ଯୋୟାବ ଉତ୍ତର ଦେଲେ, “ହଁ, ମୁଁ ଯୋୟାବ ଅଟେ।” ତେଣୁ ସେହି ସ୍ତ୍ରୀଲୋକଟି କହିଲା, “ମୋ’ କଥା ଟିକେ ଶୁଣ।” ଯୋୟାବ କହିଲେ, “ମୁଁ ଶୁଣୁଅଛି।” See the chapterପବିତ୍ର ବାଇବଲ (Re-edited) - (BSI)17 ତହୁଁ ସେ ତାହା ନିକଟକୁ ଆସନ୍ତେ, ସେ ସ୍ତ୍ରୀ ପଚାରିଲା, ଆପଣ କʼଣ ଯୋୟାବ? ସେ ଉତ୍ତର କଲା, ହଁ। ତେବେ ସେ ସ୍ତ୍ରୀ ତାହାକୁ କହିଲା, ଆପଣା ଦାସୀର କଥା ଶୁଣନ୍ତୁ। ସେ ଉତ୍ତର କଲା, ମୁଁ ଶୁଣୁଅଛି। See the chapterଓଡିଆ ବାଇବେଲ17 ତହୁଁ ସେ ତାହା ନିକଟକୁ ଆସନ୍ତେ, ସେ ସ୍ତ୍ରୀ ପଚାରିଲା, “ଆପଣ କ’ଣ ଯୋୟାବ ?” ସେ ଉତ୍ତର କଲା, “ହଁ।” ତେବେ ସେ ସ୍ତ୍ରୀ ତାହାକୁ କହିଲା, “ଆପଣା ଦାସୀର କଥା ଶୁଣନ୍ତୁ।” ସେ ଉତ୍ତର କଲା, “ମୁଁ ଶୁଣୁଅଛି।” See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT17 ତହୁଁ ସେ ତାହା ନିକଟକୁ ଆସନ୍ତେ, ସେ ସ୍ତ୍ରୀ ପଚାରିଲା, “ଆପଣ କʼଣ ଯୋୟାବ?” ସେ ଉତ୍ତର କଲା, “ହଁ।” ତେବେ ସେ ସ୍ତ୍ରୀ ତାହାକୁ କହିଲା, “ଆପଣା ଦାସୀର କଥା ଶୁଣନ୍ତୁ।” ସେ ଉତ୍ତର କଲା, “ମୁଁ ଶୁଣୁଅଛି।” See the chapter |