Online Bible

- Advertisements -




2 ଶାମୁୟେଲ 18:25 - ପବିତ୍ର ବାଇବଲ

25 ପ୍ରହରୀଟି ରାଜା ଦାଉଦଙ୍କୁ କହିଲା, ରାଜା ଦାଉଦ କହିଲେ, “ଯଦି ସେ ଲୋକଜଣକ ଏକା ଆସୁଅଛି ତେବେ ସେ ଖବର ନେଇ ଆସୁଅଛି।” ଲୋକ ଜଣକ ସହରର ନିକଟରୁ ନିକଟତର ହେଲା।

See the chapter Copy

ପବିତ୍ର ବାଇବଲ (Re-edited) - (BSI)

25 ତହୁଁ ପ୍ରହରୀ ଉଚ୍ଚୈଃସ୍ଵରରେ ରାଜାଙ୍କୁ ତାହା ଜଣାନ୍ତେ, ରାଜା କହିଲେ, ଯେବେ ସେ ଏକାକୀ ଅଛି, ତେବେ ତାହା ମୁଖରେ ସୁସମ୍ଵାଦ ଅଛି। ଏଥିରେ ସେ ଆସୁ ଆସୁ ନିକଟବର୍ତ୍ତୀ ହେଲା।

See the chapter Copy

ଓଡିଆ ବାଇବେଲ

25 ତହୁଁ ପ୍ରହରୀ ଉଚ୍ଚୈଃସ୍ୱରରେ ରାଜାଙ୍କୁ ତାହା ଜଣାନ୍ତେ, ରାଜା କହିଲେ, “ଯଦି ସେ ଏକାକୀ ଅଛି, ତେବେ ତାହା ମୁଖରେ ସୁସମ୍ବାଦ ଅଛି।” ଏଥିରେ ସେ ଆସୁ ଆସୁ ସହରର ନିକଟବର୍ତ୍ତୀ ହେଲା।

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ତହୁଁ ପ୍ରହରୀ ଉଚ୍ଚସ୍ୱରରେ ରାଜାଙ୍କୁ ତାହା ଜଣାନ୍ତେ, ରାଜା କହିଲେ, “ଯଦି ସେ ଏକାକୀ ଅଛି, ତେବେ ତାହା ମୁଖରେ ସୁସମ୍ବାଦ ଅଛି।” ଏଥିରେ ସେ ଆସୁ ଆସୁ ସହରର ନିକଟବର୍ତ୍ତୀ ହେଲା।

See the chapter Copy




2 ଶାମୁୟେଲ 18:25

Follow us:

Advertisements


Advertisements