Online Bible

- Advertisements -




2 ରାଜାବଳୀ 4:28 - ପବିତ୍ର ବାଇବଲ

28 ତା'ପରେ ସ୍ତ୍ରୀଲୋକଟି କହିଲା, “ଗୁରୁ, ମୁଁ କ’ଣ ପୁତ୍ର ମାଗିଥିଲି? ମୁଁ କି କହି ନ ଥିଲି, ‘ମୋତେ ପ୍ରତାରଣା କର ନାହିଁ।’”

See the chapter Copy

ପବିତ୍ର ବାଇବଲ (Re-edited) - (BSI)

28 ଏଥିରେ ସେ ସ୍ତ୍ରୀ କହିଲା, ମୋʼ ପ୍ରଭୁଙ୍କୁ ମୁଁ କʼଣ ପୁତ୍ର ମାଗିଥିଲି? ମୁଁ କି କହି ନ ଥିଲି, ମୋତେ ପ୍ରତାରଣା ନ କର?

See the chapter Copy

ଓଡିଆ ବାଇବେଲ

28 ଏଥିରେ ସେ ସ୍ତ୍ରୀ କହିଲା, “ମୋ’ ପ୍ରଭୁଙ୍କୁ ମୁଁ କ’ଣ ପୁତ୍ର ମାଗିଥିଲି ? ମୁଁ କି କହି ନ ଥିଲି, ‘ମୋତେ ପ୍ରତାରଣା ନ କର ?’”

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

28 ଏଥିରେ ସେ ସ୍ତ୍ରୀ କହିଲା, “ମୋʼ ପ୍ରଭୁଙ୍କୁ ମୁଁ କʼଣ ପୁତ୍ର ମାଗିଥିଲି? ମୁଁ କି କହି ନ ଥିଲି, ମୋତେ ପ୍ରତାରଣା ନ କର?”

See the chapter Copy




2 ରାଜାବଳୀ 4:28

Follow us:

Advertisements


Advertisements