୨ କରିନ୍ଥୀୟ 5:13 - ପବିତ୍ର ବାଇବଲ13 ଆମ୍ଭେ ଯଦି ପାଗଳ, ତାହା ପରମେଶ୍ୱରଙ୍କ ପାଇଁ। See the chapterପବିତ୍ର ବାଇବଲ (Re-edited) - (BSI)13 ଯେଣୁ ଯଦି ଆମ୍ଭେମାନେ ନିର୍ବୋଧ, ତାହା ଈଶ୍ଵରଙ୍କ ନିମନ୍ତେ; କିଅବା ଯଦି ସୁବୋଧ, ତାହା ତୁମ୍ଭମାନଙ୍କ ନିମନ୍ତେ। See the chapterଓଡିଆ ବାଇବେଲ13 ଯେଣୁ ଯଦି ଆମ୍ଭେମାନେ ନିର୍ବୋଧ, ତାହା ଈଶ୍ୱରଙ୍କ ନିମନ୍ତେ; କିଅବା ଯଦି ସୁବୋଧ, ତାହା ତୁମ୍ଭମାନଙ୍କ ନିମନ୍ତେ । See the chapterପବିତ୍ର ବାଇବଲ (CL) NT (BSI)13 ଆମର କ’ଣ ମତିଭ୍ରମ ହୋଇଛି? ଆମର ଯଦି ମତିଭ୍ରମ ହୋଇଥାଏ, ତାହା ଈଶ୍ୱରଙ୍କ ପାଇଁ ହୋଇଛି। ଆମେ କ’ଣ ପ୍ରକୃତିସ୍ଥ? ଆମେ ଯଦି ପ୍ରକୃତିସ୍ଥ, ତେବେ ତୁମ୍ଭମାନଙ୍କ ପାଇଁ ସେପରି ରହିଛୁ। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT13 ଯେଣୁ ଯଦି ଆମ୍ଭେମାନେ ନିର୍ବୋଧ, ତାହା ଈଶ୍ବରଙ୍କ ନିମନ୍ତେ; କିଅବା ଯଦି ସୁବୋଧ, ତାହା ତୁମ୍ଭମାନଙ୍କ ନିମନ୍ତେ। See the chapter |