୨ କରିନ୍ଥୀୟ 2:6 - ପବିତ୍ର ବାଇବଲ6 ଏହି ଲୋକକୁ ତୁମ୍ଭେମାନେ ମିଶି ଯାହା ଦଣ୍ଡ ଦେଇଛ, ତାହା ଯଥେଷ୍ଟ ହେଲାଣି। See the chapterପବିତ୍ର ବାଇବଲ (Re-edited) - (BSI)6 ଅଧିକାଂଶଙ୍କ ଦ୍ଵାରା ଏପରି ଲୋକ ଯେଉଁ ଶାସ୍ତି ପାଇଅଛି, ତାହା ପକ୍ଷରେ ତାହା ଯଥେଷ୍ଟ; See the chapterଓଡିଆ ବାଇବେଲ6 ଅଧିକାଂଶଙ୍କ ଦ୍ୱାରା ଏପରିଲୋକ ଯେଉଁ ଶାସ୍ତି ପାଇଅଛି, ତାହା ପକ୍ଷରେ ତାହା ଯଥେଷ୍ଟ; See the chapterପବିତ୍ର ବାଇବଲ (CL) NT (BSI)6 ତୁମ୍ଭମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମତ ଅନୁଯାୟୀ ସେହି ବ୍ୟକ୍ତିକୁ ଯେଉଁ ଦଣ୍ଡ ଦିଆଯାଇଛି, ତାହା ତା’ ପାଇଁ ଯଥେଷ୍ଟ। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 ଅଧିକାଂଶଙ୍କ ଦ୍ୱାରା ଏପରି ଲୋକ ଯେଉଁ ଶାସ୍ତି ପାଇଅଛି, ତାହା ପକ୍ଷରେ ତାହା ଯଥେଷ୍ଟ; See the chapter |