Online Bible

- Advertisements -




୨ କରିନ୍ଥୀୟ 12:3 - ପବିତ୍ର ବାଇବଲ

3 ମୁଁ ଜାଣେ ତାହାଙ୍କୁ ପାରଦୀଶକୁ ନିଆଗଲା। (ସ୍ୱଦେହରେ କି ଦେହରହିତ ହୋଇ, ତାହା ମୁଁ ଜାଣେ ନାହିଁ, ପରମେଶ୍ୱର ଜାଣନ୍ତି)।

See the chapter Copy

ପବିତ୍ର ବାଇବଲ (Re-edited) - (BSI)

3 ହଁ, ମୁଁ ଏହିପରି ଜଣେ ଲୋକକୁ ଜାଣେ, ସେ ପାରଦୀଶକୁ ନୀତ ହେଲା (ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ଵର ଜାଣନ୍ତି)।

See the chapter Copy

ଓଡିଆ ବାଇବେଲ

3 ହଁ, ମୁଁ ଏହିପରି ଜଣେ ଲୋକକୁ ଜାଣେ, ସେ ପାରଦୀଶକୁ ନୀତ ହେଲା (ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ୱର ଜାଣନ୍ତି) ।

See the chapter Copy

ପବିତ୍ର ବାଇବଲ (CL) NT (BSI)

3 ମୁଁ ଜାଣେ, ତାଙ୍କୁ ସ୍ୱର୍ଗୋଦ୍ୟାନକୁ ନିଆଯାଇଈଥିଲା (ଏହା ପ୍ରକୃତରେ ଘଟିଥିଲା କିମ୍ବା ସେ ସ୍ୱପ୍ନ ଦେଖିଥିଲେ, ମୁଁ ଜାଣେନା, କେବଳ ଈଶ୍ୱର ଜାଣନ୍ତି)।

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ହଁ, ମୁଁ ଏହିପରି ଜଣେ ଲୋକକୁ ଜାଣେ, ସେ ପାରଦୀଶକୁ ନୀତ ହେଲା (ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ବର ଜାଣନ୍ତି)।

See the chapter Copy




୨ କରିନ୍ଥୀୟ 12:3

Follow us:

Advertisements


Advertisements