Online Bible

- Advertisements -




2 ବଂଶାବଳୀ 6:1 - ପବିତ୍ର ବାଇବଲ

1 ଏହା ପରେ ଶଲୋମନ କହିଲେ, “ସଦାପ୍ରଭୁ ସେ ଗାଢ଼ ମେଘ ମଧ୍ୟରେ ବାସ କରିବେ।

See the chapter Copy

ପବିତ୍ର ବାଇବଲ (Re-edited) - (BSI)

1 ତହୁଁ ଶଲୋମନ କହିଲେ, ସଦାପ୍ରଭୁ ଘୋର ଅନ୍ଧକାରରେ ବାସ କରିବେ ବୋଲି କହିଅଛନ୍ତି।

See the chapter Copy

ଓଡିଆ ବାଇବେଲ

1 ତହୁଁ ଶଲୋମନ କହିଲେ, ସଦାପ୍ରଭୁ ନିବିଡ଼ ମେଘରେ ବାସ କରିବେ ବୋଲି କହିଅଛନ୍ତି।

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ତହୁଁ ଶଲୋମନ କହିଲେ, “ସଦାପ୍ରଭୁ ନିବିଡ଼ ମେଘରେ ବାସ କରିବେ ବୋଲି କହିଅଛନ୍ତି।

See the chapter Copy




2 ବଂଶାବଳୀ 6:1

Follow us:

Advertisements


Advertisements