Online Bible

- Advertisements -




2 ବଂଶାବଳୀ 10:2 - ପବିତ୍ର ବାଇବଲ

2 ଯାରବିୟାମ୍ ମିଶରରେ ଥିଲେ, କାରଣ ସେ ରାଜା ଶଲୋମନଙ୍କଠାରୁ ପଳାୟନ କରିଥିଲେ। ଯାରବିୟାମ୍ ନବାଟଙ୍କ ପୁତ୍ର ଥିଲେ। ଯାରବିୟାମ୍ ଶୁଣିଲେ ଯେ, ରିହବିୟାମ୍ ନୂତନ ରାଜା ହେବାକୁ ଯାଉଅଛନ୍ତି। ତେଣୁ ଯାରବିୟାମ୍ ମିଶରରୁ ଫେରି ଆସିଲେ।

See the chapter Copy

ପବିତ୍ର ବାଇବଲ (Re-edited) - (BSI)

2 ଏଥି ମଧ୍ୟରେ ନବାଟର ପୁତ୍ର ଯାରବୀୟାମ୍, ଯେ ଶଲୋମନ ରାଜାଙ୍କ ଛାମୁରୁ ପଳାଇ ମିସରରେ ଥିଲେ, ସେହି ଯାରବୀୟାମ୍ ସମ୍ଵାଦ ପାଇ ମିସରରୁ ଫେରି ଆସିଲେ।

See the chapter Copy

ଓଡିଆ ବାଇବେଲ

2 ଏଥି ମଧ୍ୟରେ ନବାଟର ପୁତ୍ର ଯାରବୀୟାମ୍‍, ଯେ ଶଲୋମନ ରାଜାଙ୍କ ଛାମୁରୁ ପଳାଇ ମିସରରେ ଥିଲେ, ସେହି ଯାରବୀୟାମ୍‍ ସମ୍ବାଦ ପାଇ ମିସରରୁ ଫେରି ଆସିଲେ।

See the chapter Copy

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଏଥିମଧ୍ୟରେ ନବାଟର ପୁତ୍ର ଯାରବୀୟାମ, ଯେ ଶଲୋମନ ରାଜାଙ୍କ ଛାମୁରୁ ପଳାଇ ମିସରରେ ଥିଲେ, ସେହି ଯାରବୀୟାମ ସମ୍ବାଦ ପାଇ ମିସରରୁ ଫେରି ଆସିଲେ।

See the chapter Copy




2 ବଂଶାବଳୀ 10:2

Follow us:

Advertisements


Advertisements