୧ ଥେସଲନୀକୀୟ 2:3 - ପବିତ୍ର ବାଇବଲ3 ଆମ୍ଭେ ଲୋକଙ୍କୁ ଶିକ୍ଷା ଦେଉ। କେହି ଆମ୍ଭକୁ ପ୍ରବଞ୍ଚିତ କରି ନାହିଁ। ଆମ୍ଭେ ମନ୍ଦ ନୋହୁଁ। ଆମ୍ଭେ ଲୋକମାନଙ୍କୁ ଛଳନା କରି ନାହୁଁ। କିନ୍ତୁ ଏଗୁଡ଼ିକ ଆମ୍ଭର ଶିକ୍ଷାଦାନ କରିବା ଉଦ୍ଦେଶ୍ୟ ନୁହେଁ। See the chapterପବିତ୍ର ବାଇବଲ (Re-edited) - (BSI)3 କାରଣ ଆମ୍ଭମାନଙ୍କ ଉପଦେଶ ଭ୍ରମ ଅବା ଅଶୁଚିତା-ମୂଳକ ଅବା ଛଳଯୁକ୍ତ ନୁହେଁ, See the chapterଓଡିଆ ବାଇବେଲ3 କାରଣ ଆମ୍ଭମାନଙ୍କ ଉପଦେଶ ଭ୍ରମ ଅବା ଅଶୁଚିତାମୂଳକ କିଅବା ଛଳଯୁକ୍ତ ନ ଥିଲା, See the chapterପବିତ୍ର ବାଇବଲ (CL) NT (BSI)3 କୌଣସି ଭ୍ରମପୂର୍ଣ୍ଣ ବା ଅସାଧୁ ଅଭିପ୍ରାୟ ନେଇ ଆମେ ତୁମ୍ଭମାନଙ୍କ ନିକଟରେ ଆମର ଆବେଦନ ଜଣାଇ ନ ଥିଲୁ, କିଅବା ତୁମ୍ଭମାନଙ୍କୁ ଠକିବା ପାଇଁ କୌଣସି ଛଳନା ପ୍ରୟୋଗ କରି ନ ଥିଲୁ। See the chapterଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 କାରଣ ଆମ୍ଭମାନଙ୍କ ଉପଦେଶ ଭ୍ରମ ଅବା ଅଶୁଚିତାମୂଳକ କିଅବା ଛଳଯୁକ୍ତ ନ ଥିଲା, See the chapter |