6 କାଇ ବିସଇ ନେଇକରି ମିସା ଚିନ୍ତା କରି ଦାନ୍ଦା ଉଆନାଇ । ତାର୍ ବାଦୁଲେ ସବୁ ଗଟ୍ନା ଅଇଲା ବେଲେ, ତମ୍କେ ଜାଇଟା ଲଡା ଆଚେ, ସେ ବିସଇ ପର୍ମେସର୍କେ ଗୁଆରି କରା । ଆରି ପାର୍ତନା କଲାବେଲେ, ତାକେ ଦନିଅବାଦ୍ ମିସା ଦିଆସ୍ ।
ତମର୍ ବିଚାର୍ନା ଅଇବାବେଲେ ‘କାଇଟା କଇବି, କେନ୍ତି କଇବି’ ବଲି ଚିନ୍ତା କରି ତେରେପେତେ ନ ଉଆ । ଟିକ୍ ସେବେଲାଇ ସେଟା ତମ୍କେ ଜାନାଇ ଦିଆଅଇସି ।
କାଟାବୁଟା କେନ୍ତାର୍କି ସାନ୍ ବୁଟାମନ୍କେ ଚାପି ଗିଲିଦେଇସି, ସେନ୍ତାରି ଏ ଜଗତର୍ ପାଇଟି କାବାଡ୍ ଆରି ଦନ୍କେ ଲବ୍ ଅଇକରି, କେତେକ୍ ଲକ୍ମନର୍ ଟାନେ କେଟିରଇବା ବାକିଅ ନସାଇଦେଇସି । ସେମନ୍ କାଟାବୁଟାଇ ଅଦର୍ଲା ବିଅନ୍ ପାରା । ସେମନର୍ କାଇ ପସଲ୍ ନ ପାଚାଅତ୍ ।
ଆରି, କାଲିକର୍ ପାଇ ଚିନ୍ତା କରାନାଇ, କାଇକେବଇଲେ କାଲିିକର୍ ଚିନ୍ତା କାଲିକେ କରା । ଜନ୍ ଦିନର୍ କସ୍ଟ, ସେଦିନର୍ପାଇ ଅଦିକ୍ ଅଇସି ।
ସେମନର୍ ପାରା ଉଆ ନାଇ । ତମେ ମାଙ୍ଗ୍ବା ଆଗ୍ତୁ ଜାଇଟା ଦର୍କାର୍, ତମର୍ ସରଗର୍ ବାବା ପର୍ମେସର୍ ସେଟା ସବୁ ଜାନ୍ସି ।
ମାତର୍ ମାପ୍ରୁ ତାକେ କଇଲା, “ଏ ମାର୍ତା, ତୁଇ ବେସି ବିସଇ ଚିନ୍ତା କରି, ଦାନ୍ଦାଅଇଗାଲୁସ୍ନି,
ଜିସୁ ନିଜର୍ ସିସ୍ମନ୍କେ କଇଲା, “ଏଟାର୍ପାଇ ମୁଇ ତମ୍କେ କଇଲିନି, କାଇଟା କାଇକରି ଜିବନ୍ ବଁଚାଉ ଆରି ଗାଗଡର୍ପାଇ କାଇଟା ପିନ୍ଦ୍ବୁ ବଲି ଚିନ୍ତା କରାନାଇ ।
“ଆରି କାଇଟା କାଇବୁ ? ବଲି ଚିନ୍ତାକରି ଲାଗିରୁଆନାଇ,
ଜିସୁ ଦିନେକ୍ ତାର୍ ସିସ୍ମନ୍କେ ପର୍ମେସର୍କେ ମାଙ୍ଗ୍ବାବେଲେ ନ ତାକି ପାର୍ତନା କରିକରି ରଇବାକେ, ଗଟେକ୍ କାତାନି ବୁଜାଇ କଇଲା,
ସେନ୍ତି ଲାଚୁଆଁ ବିଚାର୍କାରିଆ ସେ ରାଣ୍ଡିମାଇଜିର୍ ବିଚାର୍ କଲା । ସେନ୍ତାର୍ ଆଲେ, ତାର୍ତେଇଅନି କେତେ ନିମାନ୍ ଇସାବେ ପର୍ମେସର୍ ସେ ବାଚ୍ଲା ଲକ୍ମନର୍ ଦିନ୍ରାତିର୍ ପାର୍ତନା ସୁନି ନିମାନ୍ ନିଆଇ ବିଚାର୍ କର୍ସି । ସେମନ୍କେ ସାଇଜ କର୍ବାକେ ସେ ଅଲ୍ସମ୍ ନ କରେ ।
ପର୍ମେସର୍ ତମ୍କେ ଡାକ୍ଲାବେଲେ ତମେ କାଇ ଗତିଦାଙ୍ଗ୍ଡା ରଇଲାସ୍ କି ? ସେ ବିସଇନେଇ ମନ୍ଦୁକ୍ କରାନାଇ । ଜଦି ତର୍ ସାଉକାର୍ ତକେ ମୁକ୍ଲାଇଲାନି, ତେବେ ଉଟିଜା ।
ମାତର୍ ତମେ ଏ ବିସଇନେଇ ତେରେପେତେ ଉଆନାଇ । ବିବା ନ ଅଇଲା ଲକ୍ମନ୍ ସବୁବେଲେ ମାପ୍ରୁର୍ ସେବା କାମ୍ କର୍ବାକେ ମନ୍ କର । କାଇକେବଇଲେ ମାପ୍ରୁକେ ସାର୍ଦା କରାଇବାଟା ତାର୍ ମୁକିଅ କାମ୍ ।
ତମେ ଆମର୍ ପାଇ ପାର୍ତନା କରି ଆମ୍କେ ସାଇଜ କର୍ବାର୍ ଆଚେ । ସେନ୍ତାର୍ କଲେ ପର୍ମେସର୍ ସବୁ ପାର୍ତନାଇ ମାଙ୍ଗ୍ଲାଟା ପାଟାଇସି । ଆରି ବେସି ଲକ୍ ପର୍ମେସର୍କେ ଦନିଅବାଦ୍ ଦେବାଇ । କାଇକେବଇଲେ ସେ ଆମ୍କେ ଆସିର୍ବାଦ୍ କଲାଆଚେ ।
ଆମର୍ ମାପ୍ରୁ ଜିସୁକିରିସ୍ଟର୍ ନାଉଁଦାରି ସବୁବେଲେ ସବୁ ବିସଇର୍ପାଇ ବାବା ପର୍ମେସର୍କେ ଦନିଅବାଦ୍ ଦିଆସ୍ ।
ସୁକଲ୍ଆତ୍ମା ଚେତ୍ନା ଦେଲା ଇସାବେ ପାର୍ତନା କରା । ସବୁ ରକାମର୍ ପାର୍ତନା ଆରି ଗୁଆରିସଙ୍ଗ୍ ପାର୍ତନା କରା । ଏଟାର୍ଲାଗି ଜାଗ୍ରତ୍ ଅଇରୁଆ । ପର୍ମେସରର୍ ଲକ୍ମନର୍ପାଇ ପାର୍ତନା କରିଲାଗିରୁଆ ।
ତମେ ସବୁଲକ୍ ଗଟେକ୍ ଗାଗ୍ଡେ ରଇବା ବିନ୍ ବିନ୍ଟା ଅଇଲାର୍ ପାଇ, କର୍ବା ସବୁ କାମେ କିରିସ୍ଟ ତମ୍କେ ବାଟ୍ ଦେକାଅ । ସେ ତମ୍କେ ସାନ୍ତି ଦେଲା ଆଚେ । ତମେ ସାନ୍ତି ସଙ୍ଗ୍ ରଇବାକେ ସେ ତମ୍କେ ବାଚ୍ଲାଆଚେ । ଆରି ପର୍ମେସର୍କେ ଦନିଅବାଦ୍ ଦେଇତେରୁଆ ।
ତମେ କାଇଟା ମିସା କଇଲେ କି କଲେ, ସେ ସବୁ ମାପ୍ରୁ ଜିସୁର୍ ନାଉଁଦାରି ବାବା ପର୍ମେସର୍କେ ଦନିଅବାଦ୍ ଦିଆସ୍ ।
ପାର୍ତନା କରିଲାଗିରୁଆ । ଆରି ଜାଗ୍ରତ୍ ଅଇରୁଆ । ପର୍ମେସର୍କେ ସବୁବେଲେ ଦନିଅବାଦ୍ ଦେଇତେରୁଆ ।
ପର୍ତୁମ୍ ବିସଇ ତମ୍କେ ଡାଟ୍ସଙ୍ଗ୍ କଇଲିନି, ସେଟା ଅଇଲାନି ସବୁର୍ଟାନେଅନି ମୁକିଅ ବିସଇ । ସବୁ ଲକ୍ମନର୍ପାଇ ପର୍ମେସର୍କେ ଗୁଆରି କରା । ସେମନର୍ପାଇ ପାର୍ତନା କରି ମଜାଇ ଉଆ ଆରି ସେମନର୍ ପାଇ ତାକେ ଦନିଅବାଦ୍ ଦିଆସ୍ ।
ଜନ୍ ରାଣ୍ଡିମାଇଜି ଜାକେ କି ଆକାସାକା ନାଇ, ସେ ପର୍ମେସର୍କେ ଆସାକରିଆଚେ, ସେ ଦିନ୍ରାତି ତାକେ ଗୁଆରିକଲାନି, ତାକେସେ ମଣ୍ଡଲିର୍ ବିସ୍ବାସିମନ୍ ଜତନ୍ କର୍ବାର୍ ଆଚେ ।
ମାତର୍ ସବୁ ବିସଇ ସାର୍ବା ବେଲା ଲଗେ କେଟ୍ଲାବେ । ତେବର୍ପାଇ ନିଜେ ଜାଗରତ୍ ରୁଆ ଏନ୍ତାରି କଲେ ତମେ ନିକସଙ୍ଗ୍ ପାର୍ତନା କରିପାରାସ୍ ।
ତମର୍ ସବୁଜାକ ଚିନ୍ତା କର୍ବାଟା ପର୍ମେସର୍କେ ସର୍ପି ଦିଆସ୍, କାଇକେବଇଲେ, ସେ ତମ୍କେ ଜତନ୍ କଲାନି ।