23 ତେବର୍ ପାଇ, ମକେ କାଇଟା ଗଟ୍ସି, ସେଟା ଜାନ୍ଲା ଦାପ୍ରେ, ତାକେ ତମର୍ ଲଗେ ପିଲିପିତେଇ ପାଟାଇବି ବଲିକରି ଆସା କଲିନି ।
ଆରି ଅଦେକ୍ ମାଟି ଉନାରଇ ଜବର୍ ପାକ୍ନା ରଇବା ପଦାଇ ଅଦର୍ଲା । ତେଇ ମାଟି ବଉଲ୍ ନ ରଇଲାଜେ ଦାପ୍ରେ ଆଁକ୍ରି ଗାଜା ଅଇଲା ।
ଜଦି ମାପ୍ରୁ ମନ୍କଲେ, ତିମତିକେ ତମର୍ଟାନେ ଦାପ୍ରେ ପାଟାଇବାକେ ମନ୍ କଲିନି । ତାର୍ଟାନେଅନି ତମେ ନିକ ଆଚାସ୍ ବଲି ସୁନ୍ଲେ, ମୁଇ ମିସା ସାର୍ଦା ଅଇବି ।