Biblia Todo Logo
Online Bible

- Advertisements -




ପିଲିପିୟ 2:18 - ସତିଅର୍‌ ବାଟ୍‌ ନୁଆ ନିୟମ୍‌ 2020

18 ସେନ୍ତାରିସେ ତମେମିସା ସାର୍‌ଦା ଅଇକରି ମର୍‌ସଙ୍ଗ୍‍ ସାର୍‌ଦା କର୍‌ବାର୍‌ ଆଚେ ।

See the chapter Copy




ପିଲିପିୟ 2:18
6 Cross References  

ସେଟାର୍‌ ପାଇ ମୁଇ ତମ୍‍କେ ବାବୁଜିଆ କରି କଇଲିନି, “ତମର୍‌ ପାଇ ବଲି ଅଇବା ମର୍‌ ଦୁକ୍‌ କସ୍‌ଟର୍‌ ପାଇ ମନ୍‌ଦୁକ୍‍ କରାନାଇ, ଏ ସବୁ ତମର୍‌ ବଲ୍‌ ପାଇ ଅଇଆଚେ ।”


ସୁବ୍‌କବର୍‌ ବିସ୍‌ବାସ୍‌ କଲାର୍‌ପାଇ, ତମେ ଜେନ୍ତାରି ଦୁକ୍‌ କସ୍‌ଟ ପାଇକରି ମୁରଚ୍‌ଲାସ୍‌ନି, ସେନ୍ତାରିସେ ମୁଇ ମିସା ସୁବ୍‌କବର୍‌ ଜାନାଇଲାର୍‌ ପାଇ ଦୁକ୍‌ କସ୍‌ଟ ପାଇକରି ମରିମିସା ଜିବି । ସେନ୍ତାରିଅଇଲେ ମିସା ମୁଇ ନିଜେ ସାର୍‌ଦା ଅଇ ତମର୍‌ସଙ୍ଗ୍‍ ସାର୍‌ଦା କର୍‌ବି ।


ଜଦି ମାପ୍‌ରୁ ମନ୍‍କଲେ, ତିମତିକେ ତମର୍‌ଟାନେ ଦାପ୍‌ରେ ପାଟାଇବାକେ ମନ୍‍ କଲିନି । ତାର୍‌ଟାନେଅନି ତମେ ନିକ ଆଚାସ୍‌ ବଲି ସୁନ୍‌ଲେ, ମୁଇ ମିସା ସାର୍‌ଦା ଅଇବି ।


ସାରାସାରି ପଚେ ଏ ମର୍‌ ବାଇବଇନିମନ୍‌, ମୁଇ ତମ୍‌କେ ଆଗ୍‌ତୁ କଇଲାଟା ଆରିତରେକ୍‌ କଇବାକେ ମକେ ବିଜାର୍‌ ଲାଗେନାଇ । କାଇକେବଇଲେ ସେନ୍ତାରି କଲେ ବୁଲ୍‌ ବିସଇ ସିକାଉମନର୍‌ଟାନେଅନି ତମେ ଜାଗ୍‌ରତ୍‌ ଅଇରଇସା ।


ମାପ୍‌ରୁର୍‌ ସଙ୍ଗ୍‍ ମିସିରଇଲାର୍‌ପାଇ ସବୁବେଲେ ସାର୍‌ଦା ଅଇକରି ରୁଆ । ମୁଇ ଆରିତରେକ୍‌ କଇଲିନି ସାର୍‌ଦା ଅଇକରି ରୁଆ ।


Follow us:

Advertisements


Advertisements