ପିଲିପିୟ 1:7 - ସତିଅର୍ ବାଟ୍ ନୁଆ ନିୟମ୍ 20207 ତମେ ସବୁବେଲେ ମର୍ ମନ୍ ବିତ୍ରେ ଆଚାସ୍ । ତେବର୍ପାଇ ତମର୍ ବିସଇନେଇ କରି ଏନ୍ତାରି ବାବ୍ବାଟା ଟିକ୍ ସେ । ମୁଇ ବନ୍ଦି ନ ଅଇକରି ରଇଲାବେଲେ କି ଏବେ ବନ୍ଦି ରଇକରି ସୁବ୍କବର୍ ବିରୁଦେ ଦଦାପେଲା ଉଟ୍ଲାବେଲେ, ଏଟା ସତ୍ ଆକା ବଲି ଡାଟ୍ସଙ୍ଗ୍ ଦେକାଇବାଟାନେ ମିସା, ତମେ ସବୁ ମିସ୍ବାକେ ପର୍ମେସର୍ ବେଲା ଟିକ୍ କରି ଦେଲାଆଚେ । See the chapter |
ଆରି ବାଇ ଜେ କି ସବୁବେଲେ ମକେ ସାଇଜ କର୍ସୁ, ଏ ଦୁଇଟା ମାଇଜିମନ୍ ସାନ୍ତି ସଙ୍ଗ୍ ରଇବାକେ ତୁଇ ସାଇଜ କର୍ । କାଇକେବଇଲେ ସୁବ୍କବର୍ ଜାନାଇବା କାମେ ସେମନ୍ ମର୍ସଙ୍ଗ୍ ରଇକରି ବେସି ଆବଡ୍ ଅଇଲାଇ ଆଚତ୍ । ସେନ୍ତାରିସେ କେଲେମେନ୍ଟ ଆରି ବିନ୍ ଲକ୍ମନ୍ ମିସା ମର୍ ସଙ୍ଗ୍ କାମ୍ କର୍ତେରଇଲାଇ । ପର୍ମେସର୍ ତାର୍ ବଇଟାନେ ସେମନର୍ ସବୁ ଲକର୍ ନାଉଁ ଲେକ୍ଲା ଆଚେ । ସେ ସବୁ ଲକ୍ ନ ସାର୍ବା ଜିବନ୍ ପାଇଲାଇ ଆଚତ୍ ।
ତେବର୍ପାଇ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବିସଇ, ବିନ୍ ଲକ୍କେ ଜାନାଇବାକେ ଲାଜ୍ ଅ ନାଇ । ତାର୍ ପାଇ ମୁଇ ଏବେ ବନ୍ଦିଗରେ ଆଚି, ମର୍ପାଇ ମିସା ଲାଜ୍ ଅ ନାଇ । ମାତର୍ ସୁବ୍ କବରର୍ ଲାଗି ଦୁକ୍ କସ୍ଟ ପାଇବାକେ ମର୍ସଙ୍ଗ୍ ମିସ୍ । ସେନ୍ତି କର୍ବାକେ ପର୍ମେସର୍ ତକେ ବପୁ ଦେଇସି । ପର୍ମେସର୍ ଆମ୍କେ ନ ସାର୍ବା ମରନେଅନି ବଁଚାଇକରି ଗଟେକ୍ ସୁକଲ୍ ଚଲାଚଲ୍ତି କର୍ବାକେ ଡାକିନେଲା ଆଚେ ।