ପିଲିପିୟ 1:23 - ସତିଅର୍ ବାଟ୍ ନୁଆ ନିୟମ୍ 202023 ଏ ଦୁଇଟା ବିତ୍ରେ କାଇଟା କର୍ବି ବଲି ଜିକାଟାନା ଅଇଲିନି । ଏ ଜିବନ୍ ଚାଡି ସର୍ଗେ କିରିସ୍ଟର୍ ସଙ୍ଗ୍ ରଇବାକେ ମୁଇ ମନ୍ କଲିନି । କାଇକେବଇଲେ ସେଟା ଅଦିକ୍ ନିକ । See the chapter |
ତାର୍ପଚେ ସର୍ଗେଅନି ମୁଇ ଏନ୍ତାରି ସୁନ୍ଲି । “ଏଟା ଲେକି ସଙ୍ଗଇର । ଏବେଅନି ମାପ୍ରୁଟାନେ ମିସ୍ଲାପଚେ ମରିଜିବାଇ ସେ ଲକ୍ମନ୍ କେଡେକ୍ କରମର୍ ଲକ୍ । ଉଁ ବଲି ଆତ୍ମା କଇଲାନି । ଏଟା ସତଇସେ ଗଟ୍ସି, ତାକର୍ ଆବଡ୍ କାମେଅନି ଚନେକ୍ ପୁଣ୍ଡ୍ବାକେ ସେଟା ତାକର୍ ବେଲା ରଇସି । କାଇକେବଇଲେ ସେମନ୍ କରିରଇବା ନିକ କାମର୍ ଲାଗି ସେମନ୍ ପୁରୁସ୍କାର୍ ପାଇବାଇ ।”