ଲୁକ ଲେକ୍ଲା ଜିସୁ କ୍ରିସ୍ଟର୍ ନିକ କବୁର୍ 9:35 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍35 ଆରେକ୍ ସେ ମେଗେ ହୁଣି ଇ କଃତା ସୁଣା ଅୟ୍ଲି, “ଇରି ମର୍ ହଅ, ମୁୟ୍ଁ ବାଚ୍ଲାର୍, ଆର୍ କଃତା ସୁଣା ।” See the chapterବ୍ଡ଼୍ ହ୍ର୍ଜା ବାଇବଲ35 ଆରେକ୍, ମେଗେ ହ୍ଣି ଗଟେକ୍ କ୍ତା ଶୁଣୁକେ ଅଇଲି, “ଇରି ମର୍ ଲାଡାର୍ ହିଲା, ଆକେ ମୁଇ ବାଚ୍ଲେ ଆଚି, ତାର୍କ୍ତା ଶୁଣା ଆର୍ ତାକେ ମାନ୍ତିକ୍ରା!” See the chapter |