ଗୀତସଂହିତା 5:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT2 ହେ ମୋହର ରାଜନ୍, ହେ ମୋହର ପରମେଶ୍ୱର, ମୋହର ଆର୍ତ୍ତରବରେ ମନୋଯୋଗ କର, କାରଣ ତୁମ୍ଭ ନିକଟରେ ମୁଁ ପ୍ରାର୍ଥନା କରେ। See the chapterପବିତ୍ର ବାଇବଲ (Re-edited) - (BSI)2 ହେ ମୋହର ରାଜନ୍, ହେ ମୋହର ପରମେଶ୍ଵର, ମୋହର ଆର୍ତ୍ତରବରେ ମନୋଯୋଗ କର; କାରଣ ତୁମ୍ଭ ନିକଟରେ ମୁଁ ପ୍ରାର୍ଥନା କରେ। See the chapterଓଡିଆ ବାଇବେଲ2 ହେ ମୋହର ରାଜନ୍, ହେ ମୋହର ପରମେଶ୍ୱର, ମୋହର ଆର୍ତ୍ତରବରେ ମନୋଯୋଗ କର, କାରଣ ତୁମ୍ଭ ନିକଟରେ ମୁଁ ପ୍ରାର୍ଥନା କରେ। See the chapterପବିତ୍ର ବାଇବଲ2 ହେ ମୋର ପରମେଶ୍ୱର ଓ ରାଜା, ମୋର ପ୍ରାର୍ଥନା ଶୁଣ। See the chapter |