ହିତୋପଦେଶ 23:28 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT28 ଆହୁରି ସେ ଡକାୟତ ପରି ଛକି ବସେ, ପୁଣି, ମନୁଷ୍ୟମାନଙ୍କ ମଧ୍ୟରେ ବିଶ୍ୱାସଘାତକମାନଙ୍କ ସଂଖ୍ୟା ବଢ଼ାଏ। See the chapterପବିତ୍ର ବାଇବଲ (Re-edited) - (BSI)28 ଆହୁରି ସେ ଡକାୟତ ପରି ଛକି ବସେ, ପୁଣି ମନୁଷ୍ୟମାନଙ୍କ ମଧ୍ୟରେ ବିଶ୍ଵାସଘାତକମାନଙ୍କ ସଂଖ୍ୟା ବଢ଼ାଏ। See the chapterଓଡିଆ ବାଇବେଲ28 ଆହୁରି ସେ ଡକାୟତ ପରି ଛକି ବସେ, ପୁଣି, ମନୁଷ୍ୟମାନଙ୍କ ମଧ୍ୟରେ ବିଶ୍ୱାସଘାତକମାନଙ୍କ ସଂଖ୍ୟା ବଢ଼ାଏ। See the chapterପବିତ୍ର ବାଇବଲ28 ଜଣେ ଖରାପ ସ୍ତ୍ରୀଲୋକ ଗ୍ଭେର ପରି ଆକସ୍ମିକ ଆକ୍ରମଣ କରେ, ସେ ମନୁଷ୍ୟମାନଙ୍କ ମଧ୍ୟରେ ଅବିଶ୍ୱାସୀମାନଙ୍କର ସଂଖ୍ୟା ବଢ଼ାଏ। See the chapter |