ଲୂକ ଲିଖିତ ସୁସମାଚାର 9:52 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT52 ନିଜ ଆଗେ ଦୂତମାନଙ୍କୁ ପଠାଇଲେ, ସେମାନେ ଯାଇ ତାହାଙ୍କ ନିମନ୍ତେ ଆୟୋଜନ କରିବାକୁ ଶମିରୋଣୀୟମାନଙ୍କର ଗୋଟିଏ ଗ୍ରାମରେ ପ୍ରବେଶ କଲେ; See the chapterପବିତ୍ର ବାଇବଲ (Re-edited) - (BSI)52 ଆପଣା ଆଗେ ଦୂତମାନଙ୍କୁ ପଠାଇଲେ। ସେମାନେ ଯାଇ ତାହାଙ୍କ ନିମନ୍ତେ ଆୟୋଜନ କରିବାକୁ ଶମିରୋଣୀୟମାନଙ୍କର ଗୋଟିଏ ଗ୍ରାମରେ ପ୍ରବେଶ କଲେ; See the chapterଓଡିଆ ବାଇବେଲ52 ନିଜ ଆଗେ ଦୂତମାନଙ୍କୁ ପଠାଇଲେ, ସେମାନେ ଯାଇ ତାହାଙ୍କ ନିମନ୍ତେ ଆୟୋଜନ କରିବାକୁ ଶମିରୋଣୀୟମାନଙ୍କର ଗୋଟିଏ ଗ୍ରାମରେ ପ୍ରବେଶ କଲେ; See the chapterପବିତ୍ର ବାଇବଲ (CL) NT (BSI)52 ଯିବା ପୂର୍ବରୁ ସେ କେତେଜଣ ଶିଷ୍ୟଙ୍କୁ ତାଙ୍କ ପାଇଁ ସବୁ ପ୍ରସ୍ତୁତ କରିବା ନିମନ୍ତେ ଶମିରୋଣର ଗୋଟିଏ ଗ୍ରାମକୁ ପଠାଇଲେ। See the chapterପବିତ୍ର ବାଇବଲ52 ସେ ତାହାଙ୍କ ଆଗରୁ କେତେକ ଲୋକଙ୍କୁ ପଠାଇଲେ। ସେମାନେ ଯୀଶୁଙ୍କ ପାଇଁ ସବୁକିଛି ପ୍ରସ୍ତୁତ କରିବା ପାଇଁ ଶମିରୋଣର ଏକ ନଗରରେ ପହଞ୍ଚିଲେ। See the chapter |