ଲୂକ ଲିଖିତ ସୁସମାଚାର 2:29 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT29 “ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟ ଅନୁସାରେ ନିଜ ଦାସକୁ ଶାନ୍ତିରେ ଯିବାକୁ ଦେଉଅଛ; See the chapterପବିତ୍ର ବାଇବଲ (Re-edited) - (BSI)29 ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟ ଅନୁସାରେ ନିଜ ଦାସକୁ ଶାନ୍ତିରେ ପ୍ରସ୍ଥାନ କରିବାକୁ ଦେଉଅଛ; See the chapterଓଡିଆ ବାଇବେଲ29 ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟ ଅନୁସାରେ ନିଜ ଦାସକୁ ଶାନ୍ତିରେ ଯିବାକୁ ଦେଉଅଛ; See the chapterପବିତ୍ର ବାଇବଲ (CL) NT (BSI)29 “ପ୍ରଭୁ, ତୁମେ ତୁମର ପ୍ରତିଜ୍ଞା ସଫଳ କରିଛ, ଏବେ ତୁମ ଦାସକୁ ଶାନ୍ତିରେ ବିଦାୟ ନେବାକୁ ଅନୁମତି ଦିଅ। See the chapterପବିତ୍ର ବାଇବଲ29 “ପ୍ରଭୁ, ଏବେ ତୁମ୍ଭେ କହିବା ଅନୁସାରେ ତୁମ୍ଭର ଏହି ଦାସକୁ ଶାନ୍ତିରେ ମରିବାକୁ ଦିଅ। See the chapter |