Online Bible

- Advertisements -




ଯିରିମୀୟ 23:37 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

37 ତୁମ୍ଭେ ଭବିଷ୍ୟଦ୍‍ବକ୍ତାଙ୍କୁ ଏହି କଥା କହିବ, ‘ସଦାପ୍ରଭୁ କି ଉତ୍ତର ଦେଇଅଛନ୍ତି?’ ଓ ‘ସଦାପ୍ରଭୁ କି କଥା କହିଅଛନ୍ତି?’

See the chapter Copy

ପବିତ୍ର ବାଇବଲ (Re-edited) - (BSI)

37 ତୁମ୍ଭେ ଭବିଷ୍ୟଦ୍ବକ୍ତାକୁ ଏହି କଥା କହିବ, ସଦାପ୍ରଭୁ କି ଉତ୍ତର ଦେଇଅଛନ୍ତି? ଓ ସଦାପ୍ରଭୁ କି କଥା କହିଅଛନ୍ତି?

See the chapter Copy

ଓଡିଆ ବାଇବେଲ

37 ତୁମ୍ଭେ ଭବିଷ୍ୟଦ୍‍ବକ୍ତାଙ୍କୁ ଏହି କଥା କହିବ, “ସଦାପ୍ରଭୁ କି ଉତ୍ତର ଦେଇଅଛନ୍ତି ? ଓ ସଦାପ୍ରଭୁ କି କଥା କହିଅଛନ୍ତି ?”

See the chapter Copy

ପବିତ୍ର ବାଇବଲ

37 “ତୁମ୍ଭେ ଯଦି ପରମେଶ୍ୱରଙ୍କ ବାର୍ତ୍ତା ଜାଣିବାକୁ ଗ୍ଭହୁଁଛ, ତେବେ ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଏହିକଥା କହିବ, ‘ସଦାପ୍ରଭୁ କି ଉତ୍ତର ଦେଇଅଛନ୍ତି?’ କିମ୍ବା ‘ସଦାପ୍ରଭୁ କି କଥା କହିଛନ୍ତି?’

See the chapter Copy




ଯିରିମୀୟ 23:37

Follow us:

Advertisements


Advertisements