ପ୍ରେରିତ 9:3 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ପରେ ସେ ଯାଉ ଯାଉ ଦମ୍ମେଶକର ନିକଟବର୍ତ୍ତୀ ହୁଅନ୍ତେ ଅକସ୍ମାତ୍ ଆକାଶରୁ ଆଲୋକ ତାହାଙ୍କ ଚାରିଆଡ଼େ ଚମକି ଉଠିଲା। See the chapterପବିତ୍ର ବାଇବଲ (Re-edited) - (BSI)3 ପରେ ସେ ଯାଉ ଯାଉ ଦାମାସ୍କସ୍ର ନିକଟବର୍ତ୍ତୀ ହୁଅନ୍ତେ, ଅକସ୍ମାତ୍ ଆକାଶରୁ ଆଲୋକ ତାଙ୍କ ଚାରିଆଡ଼େ ଚମକି ଉଠିଲା। See the chapterଓଡିଆ ବାଇବେଲ3 ପରେ ସେ ଯାଉ ଯାଉ ଦମ୍ମେସକର ନିକଟବର୍ତ୍ତୀ ହୁଅନ୍ତେ ଅକସ୍ମାତ୍ ଆକାଶରୁ ଆଲୋକ ତାହାଙ୍କ ଚାରିଆଡ଼େ ଚମକିଉଠିଲା । See the chapterପବିତ୍ର ବାଇବଲ (CL) NT (BSI)3 ଶାଉଲ ଦାମାସ୍କସ୍ ସହର ନିକଟବର୍ତ୍ତୀ ହେବା ସମୟରେ ହଠାତ୍ ଆକାଶରୁ ଏକ ଜ୍ୟୋତିଃ ତାଙ୍କ ଚତୁର୍ଦ୍ଦିଗରେ ଝଲସି ଉଠିଲା। See the chapterପବିତ୍ର ବାଇବଲ3 ସେ ଦମ୍ମେସକ ନିକଟକୁ ଆସିଲେ। ହଠାତ୍ ସ୍ୱର୍ଗରୁ ଗୋଟିଏ ଆଲୋକ ତାହାଙ୍କ ଗ୍ଭରିପଟେ ଉଦ୍ଭାସିତ ହୋଇଗଲା। See the chapter |