ପ୍ରେରିତ 7:7 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 ପୁଣି, ଈଶ୍ବର କହିଲେ, ସେମାନେ ଯେଉଁ ଜାତିର ଦାସ ହେବେ, ଆମ୍ଭେ ତାହାର ବିଚାର କରିବା; ତାହା ପରେ ସେମାନେ ବାହାରି ଆସି ଏହି ସ୍ଥାନରେ ଆମ୍ଭର ଉପାସନା କରିବେ। See the chapterପବିତ୍ର ବାଇବଲ (Re-edited) - (BSI)7 ପୁଣି, ଈଶ୍ଵର କହିଲେ, ସେମାନେ ଯେଉଁ ଜାତିର ଦାସ ହେବେ, ଆମ୍ଭେ ତାʼର ବିଚାର କରିବା; ତତ୍ପରେ ସେମାନେ ବାହାରିଆସି ଏହି ସ୍ଥାନରେ ଆମ୍ଭର ଉପାସନା କରିବେ। See the chapterଓଡିଆ ବାଇବେଲ7 ପୁଣି, ଈଶ୍ୱର କହିଲେ, ସେମାନେ ଯେଉଁ ଜାତିର ଦାସ ହେବେ, ଆମ୍ଭେ ତାହାର ବିଚାର କରିବା; ତାହା ପରେ ସେମାନେ ବାହାରି ଆସି ଏହି ସ୍ଥାନରେ ଆମ୍ଭର ଉପାସନା କରିବେ । See the chapterପବିତ୍ର ବାଇବଲ (CL) NT (BSI)7 କିନ୍ତୁ ସେମାନେ ଯେଉଁମାନଙ୍କର ସେବା କରିବେ, ମୁଁ ସେହି ଲୋକମାନଙ୍କର ବିଚାର କରିବି, ପରେ ତୁମର ବଂଶଧରମାନେ ସେହି ଦେଶରୁ ବାହାରି ଆସିବେ ଓ ଏହି ସ୍ଥାନରେ ମୋର ଉପାସନା କରିବେ।’ See the chapterପବିତ୍ର ବାଇବଲ7 ପରମେଶ୍ୱର କହିଲେ, ‘ଯେଉଁମାନେ ସେମାନଙ୍କୁ ଦାସ କରି ରଖିଛନ୍ତି, ମୁଁ ସେମାନଙ୍କୁ ଦଣ୍ଡ ଦେବି। ତା'ପରେ ସେମାନେ ସେଠାରୁ ଆସି ଏହି ସ୍ଥାନରେ ମୋତେ ପୂଜା କରିବେ।’ See the chapter |