୨ ତୀମଥି 2:7 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 ମୁଁ ଯାହା କହୁଅଛି, ତାହା ଚିନ୍ତା କର; ପ୍ରଭୁ ସମସ୍ତ ବିଷୟରେ ତୁମ୍ଭକୁ ବୁଦ୍ଧି ଦେବେ। See the chapterପବିତ୍ର ବାଇବଲ (Re-edited) - (BSI)7 ମୁଁ ଯାହା କହୁଅଛି, ତାହା ବିବେଚନା କର; ପ୍ରଭୁ ସମସ୍ତ ବିଷୟରେ ତୁମ୍ଭକୁ ବୁଦ୍ଧି ଦେବେ। See the chapterଓଡିଆ ବାଇବେଲ7 ମୁଁ ଯାହା କହୁଅଛି, ତାହା ଚିନ୍ତା କର; ପ୍ରଭୁ ସମସ୍ତ ବିଷୟରେ ତୁମ୍ଭକୁ ବୁଦ୍ଧି ଦେବେ । See the chapterପବିତ୍ର ବାଇବଲ (CL) NT (BSI)7 ମୁଁ ଯାହା କହୁଛି, ମନ ଦେଇ ଚିନ୍ତା କର; ତା’ହେଲେ ଏ ସବୁ ବିଷୟର ତାତ୍ପର୍ଯ୍ୟ ବୁଝିବାକୁ ପ୍ରଭୁ ତୁମକୁ ଶକ୍ତି ଦେବେ। See the chapterପବିତ୍ର ବାଇବଲ7 ମୁଁ ଯେଉଁ କଥା କହୁଛି, ତାହା ବିଷୟରେ ଚିନ୍ତା କର। ପ୍ରଭୁ ତୁମ୍ଭକୁ ଏହି ସମସ୍ତ କଥାଗୁଡ଼ିକ ବୁଝିବା ପାଇଁ ଶକ୍ତି ଦେବେ। See the chapter |