2 ଶାମୁୟେଲ 15:9 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT9 ତହିଁରେ ରାଜା ତାହାକୁ କହିଲେ, “କୁଶଳରେ ଯାଅ।” ତହୁଁ ସେ ଉଠି ହିବ୍ରୋଣକୁ ଗଲା। See the chapterପବିତ୍ର ବାଇବଲ (Re-edited) - (BSI)9 ତହିଁରେ ରାଜା ତାହାକୁ କହିଲେ, କୁଶଳରେ ଯାଅ। ତହୁଁ ସେ ଉଠି ହିବ୍ରୋଣକୁ ଗଲା। See the chapterଓଡିଆ ବାଇବେଲ9 ତହିଁରେ ରାଜା ତାହାକୁ କହିଲେ, “କୁଶଳରେ ଯାଅ।” ତହୁଁ ସେ ଉଠି ହିବ୍ରୋଣକୁ ଗଲା। See the chapterପବିତ୍ର ବାଇବଲ9 ରାଜା ତାଙ୍କୁ କହିଲେ, “ତୁମ୍ଭେ ଶାନ୍ତିରେ ଯାଅ।” ତା'ପରେ ସେ ହିବ୍ରୋଣକୁ ଗଲେ। See the chapter |