13 ମର୍ ଶ୍କ୍ତି ଦାତା ଖ୍ରୀଷ୍ଟର୍ ସାଇଜେ ମୁଇ ସ୍ବୁ କ୍ରୁହାରି।
13 ମର୍ ବଃଳ୍କାରିର୍ କ୍ରିସ୍ଟର୍ ଉହ୍କାରେ ମୁୟ୍ଁ ସଃବୁ କଃରୁହାରି ।
ଯୀଶୁ କଇଲା, “ଆସ୍।” ସେତାକ୍ ପିତର୍ ଡଙ୍ଗାୟ୍ ହ୍ଣି ଉତ୍ରି ହାଣି ଉହ୍ରେ ଇଣ୍ତି ଯୀଶୁର୍ ଲ୍ଗେ ଜ୍ମ୍କେ ଆରମ୍ କ୍ଲା।
ତୁମିମ୍ନ୍ ଯଦି ମର୍ଲ୍ଗେ ରିଆସ୍ ଆର୍ ମର୍ ବାକ୍ୟ ତୁମାର୍ ହୁର୍ଦୟ୍ ଲ୍ଗେ ରେଇଦ୍, ତ୍ବେ ତୁମିମ୍ନ୍ ଜୁଇରି ମ୍ନ୍କ୍ରି ମାଗାସ୍, ସେରି ସେ ତୁମୁକ୍ମ୍ନ୍ ଦେଇଦ୍।
ଜ୍ନ୍କ୍ରି ତାର୍ ମଇମାର୍ ବ୍ଣ୍ତାରେ ହ୍ଣି ତୁମାର୍ ହୁର୍ଦୟ୍କେ ବ୍ଡ୍ବପୁ କ୍ରୁକେ ତାର୍ ଆତ୍ମା ଶ୍କ୍ତି ଦ୍ଇଦ୍।
ସ୍ରାସ୍ରି କ୍ତା ଇରି, ମାପ୍ରୁର୍ ସ୍ଙ୍ଗ୍ ଗଟେକ୍ ଅଇକ୍ରି ତାର୍ ବ୍ଡ୍ ଶ୍କ୍ତିୟେ ଶ୍କ୍ତିମାନ୍ ଅଉଆ।
ଜ୍ନ୍କ୍ରି ଇଶ୍ଵର୍ ତାର୍ ମ୍ଇମାର୍ ଶ୍କ୍ତି ଦ୍ବାରା ତୁମୁକ୍ମ୍ନ୍ ଶ୍କ୍ତିଶାଳି କ୍ରେଦ୍। ସେସ୍ବୁ ବିଷୟ୍କେ ତୁମିମ୍ନ୍ ସାସ୍ ଦ୍ରା ଆର୍ କ୍ଷ୍ଟ ଆଇଲେକ୍ ହେଁ ସ୍ମ୍ବାଳି ରିଆସ୍।
ଅମାର୍ମ୍ନ୍କାର୍ ଜୁଇ ମାପ୍ରୁ ଖ୍ରୀଷ୍ଟ ଯୀଶୁ ମକେ ଇଚା କ୍ଲାଆଚେ, ତାକେ ମୁଇ ଦନ୍ୟବାଦ୍ ଦେମ୍ଲେ ଯେ, ସେ ମକେ ବ୍ର୍ସା ର୍କି ସେବାକାମ୍ କାମ୍ କ୍ରୁକେ ବାଚିଆଚେ, ଆର୍ ସେ ମକେ ଶ୍କ୍ତି ଦ୍ଇଦେ।