Biblia Todo Logo
Online Bible

- Advertisements -




ପିଲିପିୟ 3:21 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

21 ସେ ନିଜାର୍ ଜୁଇ ଶ୍‌କ୍‌ତି ସ୍‍ଙ୍ଗ୍‍ ସ୍‌ବୁ ବିଷୟ୍‌କେ ତାର୍ ଅଦିନେ କ୍‍ରୁହାରେ, ସେ ଶ୍‌କ୍‌ତି ସ୍‍ଙ୍ଗ୍‍ ଅମାର୍ ଦୁର୍‌ବଳ୍ ଗ୍‌ଗାଳ୍‌କେ ବାଦ୍‌ଲାଇ କ୍‍ରି ତାର୍ ନିଜାର୍ ଗଉର୍‌ବାର୍ ଗ୍‌ଗାଳ୍ ହର୍ କ୍‍ରେଦ୍।

See the chapter Copy

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

21 ସେ ଅଃହ୍‌ଣାର୍‌ ସଃକ୍ତିର୍‌ ସଃଙ୍ଗ୍ ଜୁୟ୍‌ ସଃବୁ ବିସୟ୍‌ ନିଜାର୍‌ କାମ୍‌ ସାଦୁନ୍‌ କଃରୁହାରେ, ସେତାର୍‌ଗିନେ ଅଃମିମଃନାର୍‌ ଚାର୍‌ ଗଃଗାଳ୍‌କେ ବାଦ୍‌ଲାୟ୍‌କଃରି ଅଃହ୍‌ଣାର୍‌ ଜଃଜ୍‌ମାନାର୍‌ ଗଃଗାଳ୍‌ କଃରୁହାରେ ।

See the chapter Copy




ପିଲିପିୟ 3:21
18 Cross References  

ଆର୍ ସେମ୍‍ନ୍‍କାର୍ ସାମ୍‍ନାଇ ଯୀଶୁ ରୁପ୍ ବାଦୁଲ୍‌ଲି। ଆର୍ ତାର୍ ମୁଉଁ ବେଳ୍ ହର୍ ଉଜାଳ୍ ଆର୍ ତାର୍ ହ୍‍ଚିଆ ଅନ୍‌କ୍‌ରି ଉଜାଳ୍ ଆର୍ ଦବ୍‍ଳା ର୍‍ଙ୍ଗ୍ ଅଇଲି ଯେ ଅନ୍‌କାର୍ ଦବ୍‍ଳା ର୍‍ଙ୍ଗ୍ ହୁର୍‌ତିବିର୍ କାଇରି ହେଁ କ୍‌ଇକ୍‍ରି ସେନ୍‍କ୍‌ରି ଦବ୍‍ଳା ର୍‌ଙ୍ଗ୍ କ୍‌ରୁନାହାରେ।


ଯୀଶୁ ସେମ୍‍ନ୍‍‍କେ ଉତର୍‍ଦିଲା, “ତୁମିମ୍‍ନ୍ ଦ୍‌ର୍‌ମ୍ ଶାସ୍‌ତର୍ ଆର୍ ଇଶ୍ଵରାର୍ ଶ୍‌କ୍‌ତି ବିଷୟେ ନ୍‍ଜାଣି, ବୁଲ୍ ବୁଜୁଲାସ୍।


ଆରେକ୍‌, ସେ ବିଶ୍‌ବାସ୍‌ ନ୍‌କେଲା ଲକ୍‍ମ୍‍ନ୍‍କର୍ ଲ୍‌ଗେ ଯୀଶୁ ଗ୍‍ଲା ଆର୍ କଇଲା, ସ୍‌ର୍‌ଗ୍‌ ଆର୍ ହୁର୍‌ତିବିର୍ ସ୍‍ବୁ ଅଦିକାର୍ ଇଶ୍ୱର୍‌ ମକେ ଦିଲାଆଚେ।


ଇଶ୍ଵର୍ ଜ୍‍ଗତ୍‌କେ ତିଆର୍ କ୍‌ର୍‌ତା ଆଗେ ଇ ଲକ୍‌ମ୍‍ନ୍‌କେ ଜାଣାଇରିଲା। ଇଶ୍ଵର୍ ବାବିରିଲା ଯେ ସେ ଲକ୍‍ମ୍‍ନ୍ ତାର୍ ହଇସି ହର୍ ଅଉତି। ତ୍‌ନ୍‌ଅଇଲେକ୍ ଯୀଶୁ ବେସି ବାଇ ଆର୍ ବେଣି ମ୍‌ନ୍‌କାର୍ ବିତ୍‌ରେ ହ୍‌ର୍‌ତୁ ହିଲା ବ୍‌ଲି ଜାଣା ଅଇଦ୍।


ଅମାର୍‌ମ୍‌ନ୍‌କାର୍‌ ଜୀବନ୍ ହର୍ ଯେ ଖ୍ରୀଷ୍ଟ, ଜ୍‌ଡେବ୍‌ଳ୍ ସେ ଜାଣାଇ ଅଇଦ୍, ସ୍‌ଡେବ୍‌ଳ୍ ତୁମିମ୍‍ନ୍ ହେଁ ତାର୍‌ସ୍‍ଙ୍ଗ୍‍ ମଇମାରେ ଜାଣାଇ ଅଉଆସ୍।


ଏ ମର୍ ଲାଡାର୍ ବାଇମ୍‌ନ୍, ଅବେ ଅମିମ୍‌ନ୍ ଇଶ୍ଵରାର୍ ହିଲା, ମ୍‍ତର୍ ବବିଶତ୍‌ରେ ଅମି କାଇରି ଅମା ସେରି ଅମୁକେ ଜାଣାଇ ଦିଆଅଇ ନ୍‌କେରେ। ଅମି ଇରି ଜାଣୁନ୍ଦ୍ ଯେ ଖ୍ରୀଷ୍ଟ ଆର୍ ଗଟେତର୍ ଆସ୍‌ତାବ୍‌ଳ୍ ଅମିସ୍‌ବୁ ତାର୍ ହ୍‌ର୍ ଅଇ ଯୁମା, ସେ ଜ୍‌ନ୍‌କ୍‌ରି ଅମି ତାକେ ସେ ରୁପ୍ ଦ୍‌କୁନ୍ଦ୍।


ମାପ୍‌ରୁ ଇଶ୍ଵର୍ କ୍‌ମ୍‌ଲା “ମୁଇ ଆଲ୍‌ପା ଆର୍ ଓମେଗା” ଇତାର୍ ଅର୍‌ତ ଆରାମ୍ ଆର୍ ଶେସ୍ “ମୁଇ ଅବେ ଆଚି, ହୁର୍‌ବେ ରିଲେ ଆର୍ ବ୍‌ବିସତ୍‌ରେ ହେଁ ର୍‌ଇନ୍ଦ୍। ମୁଇ ସ୍‌ବ୍‌କେ ଶ୍‌କ୍‌ତିଶାଳି।”


Follow us:

Advertisements


Advertisements