Online Bible

- Advertisements -




ମାତିଉ 15:3 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

3 ଯୀଶୁ ସେମ୍‍ନ୍‍‍କେ କଇଲା, “ତୁମିମ୍‍ନ୍ ହେଁ କାଇକ୍‌ରୁକ୍ ତୁମାର୍ ରିତୀନିତୀକେ ମାନ୍‍ତାର୍ ଗିନେ ଇଶ୍ଵରାର୍ ଆଦେଶ୍‌କେ ମାନି ନ୍‌କେରାସ୍?

See the chapter Copy

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

3 ଜିସୁ ସେମଃନ୍‌କେ କୟ୍‌ଲା, “ତୁମିମଃନ୍ ହେଁ ତୁମାର୍‌ ଦାଦିବାବୁ ଦିଲାର୍‌ ବିଦି କଃରି ଆସୁଲାର୍‌ ଗିନେ କାୟ୍‌ତାକ୍‌ ଇସ୍ୱରାର୍‌ ଆଦେସ୍‌ ନଃମାନୁଲାସ୍‌ ?

See the chapter Copy




ମାତିଉ 15:3

Follow us:

Advertisements


Advertisements