ଫିଲିପୀୟ 1:21 - ଓଡିଆ ବାଇବେଲ21 କାରଣ ମୋ' ପକ୍ଷରେ ଜୀବନଧାରଣ ଖ୍ରୀଷ୍ଟ, ପୁଣି, ମୃତ୍ୟୁଭୋଗ ଲାଭଜନକ । Se kapitletପବିତ୍ର ବାଇବଲ (Re-edited) - (BSI)21 କାରଣ ମୋʼ ପକ୍ଷରେ ଜୀବନଧାରଣ ଖ୍ରୀଷ୍ଟ, ପୁଣି ମୃତ୍ୟୁଭୋଗ ଲାଭଜନକ। Se kapitletପବିତ୍ର ବାଇବଲ (CL) NT (BSI)21 ବାସ୍ତବିକ, ମୋ’ ଜୀବନରେ ଖ୍ରୀଷ୍ଟ ହିଁ ସର୍ବେସର୍ବା। ତେଣୁ ମୋ’ ପକ୍ଷରେ ମୃତ୍ୟୁ ଅଧିକ ଲାଭଜନକ ହେବ। Se kapitletଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT21 କାରଣ ମୋʼ ପକ୍ଷରେ ଜୀବନଧାରଣ ଖ୍ରୀଷ୍ଟ, ପୁଣି, ମୃତ୍ୟୁଭୋଗ ଲାଭଜନକ। Se kapitletପବିତ୍ର ବାଇବଲ21 ମୋର ବଞ୍ଚି ରହିବାର ଅର୍ଥ ହେଉଛି ଖ୍ରୀଷ୍ଟ। ମୃତ୍ୟୁ ମଧ୍ୟ ମୋ’ ପାଇଁ ଏକ ଲାଭ ଅଟେ।” Se kapitlet |