Online Bibel

- Annoncer -




ଲେବୀୟ ପୁସ୍ତକ 19:20 - ଓଡିଆ ବାଇବେଲ

20 ପୁଣି, ମୂଲ୍ୟ ଦ୍ୱାରା ଅବା ଅନ୍ୟ ରୂପେ ମୁକ୍ତ ନୁହେଁ, ଏପରି ଯେ ସ୍ୱାମୀ ପ୍ରତି ବାଗ୍‍ଦତ୍ତା ଦାସୀ, ତାହା ସହିତ ଯଦି କେହି ଶୟନ କରେ, ତେବେ ସେମାନେ ଦଣ୍ଡନୀୟ ହେବେ; ସେମାନଙ୍କର ପ୍ରାଣଦଣ୍ଡ ହେବ ନାହିଁ, କାରଣ ସେ ମୁକ୍ତ ନୁହେଁ।

Se kapitlet Kopi

ପବିତ୍ର ବାଇବଲ (Re-edited) - (BSI)

20 ପୁଣି, ମୂଲ୍ୟ ଦ୍ଵାରା ଅବା ଅନ୍ୟ ରୂପେ ମୁକ୍ତ ନୁହେଁ, ଏପରି ଯେ ସ୍ଵାମୀ ପ୍ରତି ବାଗ୍ଦତ୍ତା ଦାସୀ, ତାହା ସହିତ ଯେବେ କେହି ଶୟନ କରେ, ତେବେ ସେମାନେ ଦଣ୍ତନୀୟ ହେବେ; ସେମାନଙ୍କର ପ୍ରାଣଦଣ୍ତ ହେବ ନାହିଁ, କାରଣ ସେ ମୁକ୍ତ ନୁହେଁ।

Se kapitlet Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ପୁଣି, ମୂଲ୍ୟ ଦ୍ୱାରା ଅବା ଅନ୍ୟ ରୂପେ ମୁକ୍ତ ନୁହେଁ, ଏପରି ଯେ ସ୍ୱାମୀ ପ୍ରତି ବାଗ୍‍ଦତ୍ତା ଦାସୀ, ତାହା ସହିତ ଯଦି କେହି ଶୟନ କରେ, ତେବେ ସେମାନେ ଦଣ୍ଡନୀୟ ହେବେ; ସେମାନଙ୍କର ପ୍ରାଣଦଣ୍ଡ ହେବ ନାହିଁ, କାରଣ ସେ ମୁକ୍ତ ନୁହେଁ।

Se kapitlet Kopi

ପବିତ୍ର ବାଇବଲ

20 “ଅନ୍ୟ ଲୋକର କ୍ରୀତଦାସୀ ସହିତ ଜଣେ ଯଦି ଯୌନ ସମ୍ପର୍କ ରଖେ ତେବେ ସେ ଦଣ୍ଡନୀୟ ହେବ। ଅବଶ୍ୟ ତା'ର ପ୍ରାଣଦଣ୍ଡ ହେବ ନାହିଁ, କାରଣ ସେ ସ୍ତ୍ରୀଲୋକ ମୁକ୍ତ ନୁହେଁ।

Se kapitlet Kopi




ଲେବୀୟ ପୁସ୍ତକ 19:20

Følg os:

Annoncer


Annoncer